ବାଧ୍ୟତାମୂଳକ ହେଲା ସିବିଏସଇ ଦଶମ ବୋର୍ଡ ପରୀକ୍ଷା

ଭୁବନେଶ୍ୱର: ସିବିଏସଇ ଦଶମ ବୋର୍ଡ ପରୀକ୍ଷା ପୁଣି ବାଧ୍ୟତାମୂଳକ ହୋଇଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍‌ଇ ଗଭର୍ଣ୍ଣିଂ ବଡ଼ି ଅନୁମୋଦନ କରିଛି। ଫଳରେ ୭ ବର୍ଷପରେ ପୁଣି ଥରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ବାଟ ଫିଟିଯାଇଛି। ଏହି ଢାଞ୍ଚାରେ  ୨୦୧୮ ମାର୍ଚ୍ଚ ମାସରେ ପ୍ରଥମ ବୋର୍ଡ ପରୀକ୍ଷା ହେବ। ବୋର୍ଡ ଆଧାରରେ ୮୦ ପ୍ରତିଶତ ଏବଂ ଆଭ୍ୟନ୍ତରୀଣ ଆକଳନରେ ୨୦ ପ୍ରତିଶତ ନମ୍ବର ଦିଆଯିବ। ୨୦୦୯ରେ […]

bjp

bjp

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 01:00 PM IST

Sports

Latest News

ଭୁବନେଶ୍ୱର: ସିବିଏସଇ ଦଶମ ବୋର୍ଡ ପରୀକ୍ଷା ପୁଣି ବାଧ୍ୟତାମୂଳକ ହୋଇଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍‌ଇ ଗଭର୍ଣ୍ଣିଂ ବଡ଼ି ଅନୁମୋଦନ କରିଛି। ଫଳରେ ୭ ବର୍ଷପରେ ପୁଣି ଥରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ବାଟ ଫିଟିଯାଇଛି। ଏହି ଢାଞ୍ଚାରେ  ୨୦୧୮ ମାର୍ଚ୍ଚ ମାସରେ ପ୍ରଥମ ବୋର୍ଡ ପରୀକ୍ଷା ହେବ। ବୋର୍ଡ ଆଧାରରେ ୮୦ ପ୍ରତିଶତ ଏବଂ ଆଭ୍ୟନ୍ତରୀଣ ଆକଳନରେ ୨୦ ପ୍ରତିଶତ ନମ୍ବର ଦିଆଯିବ। ୨୦୦୯ରେ ସିବିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଅପସନାଲ୍‌ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos