ରାୟଗଡ଼ାରେ ଜୁଏଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା

<p>ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଆଜି ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ରାୟଗଡ଼ାରୁ ଗଜପତି ଯିବା ବାଟରେ ଗୁଣପୁରରେ ବିଜେପି କର୍ମୀମାନେ ଜୁଏଲ ଓରାମଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଦଳୀୟ ସଙ୍ଗଠନ ନେଇ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ଜୁଏଲ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନକୁ ଗାଁରେ ଗାଁରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।</p>

Ordigital Desk
  • Published: Thursday, 31 August 2017
  • Updated: 31 August 2017, 10:45 PM IST

Sports

Latest News

<p>ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଆଜି ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ରାୟଗଡ଼ାରୁ ଗଜପତି ଯିବା ବାଟରେ ଗୁଣପୁରରେ ବିଜେପି କର୍ମୀମାନେ ଜୁଏଲ ଓରାମଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଦଳୀୟ ସଙ୍ଗଠନ ନେଇ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ଜୁଏଲ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନକୁ ଗାଁରେ ଗାଁରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos