ଚଡ଼କ ମେଳାର ଅନ୍ତିମ ପର୍ବ; ଦେହରେ କଣ୍ଟା ଫୋଡ଼ି ମହାଦେବଙ୍କ ଭକ୍ତିରେ ଲୀନ ହୋଇଯିବେ ଭକ୍ତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପାଟ ପର୍ବ। ମାଳା ଚନ୍ଦନ ନୀତି ପରେ ଅପରାହ୍ନରେ ଦେହରେ କଣ୍ଟାଫୋଡ଼ି ନିଜକୁ ଦେବଦେବ ମହାଦେବଙ୍କୁ ସମର୍ପଣ କରିବେ ବ୍ରତଧାରୀ। ସବୁ କଷ୍ଟ ଯନ୍ତ୍ରଣାକୁ ପାସୋରି ହଜି ଯିବେ ଶିବଭକ୍ତିରେ। ଆଜି ଅନ୍ତିମ ଅର୍ଘ୍ୟ ପାଇ ବ୍ରତଧାରୀ ପଇତା ବିସର୍ଜନ କରିବେ। ଅର୍ଘ୍ୟ ପାଣିରେ ନିଜକୁ ପବିତ୍ର କରିବା ସହ ଘରକୁ ନେବେ ବୋଲି ଇଚ୍ଛା ରଖିଛନ୍ତି ଭକ୍ତ। ଆଜିର ଜନସମାଗମକୁ ଦେଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

ଗତକାଲି ନୀଳ ପର୍ବରେ ନୀଳ କାଠ ଦର୍ଶନ ସାଙ୍ଗକୁ ପାଟଭକ୍ତାଙ୍କଠାରୁ ଅର୍ଘ୍ୟ ପାଣି ପାଇ ପବିତ୍ର ହୋଇଥିଲେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରୁ ଆସିଥିବା ଲକ୍ଷାଧିକ ଭକ୍ତ।

Ordigital Desk
• Published: Friday, 13 April 2018
• Updated: 13 April 2018, 09:11 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପାଟ ପର୍ବ। ମାଳା ଚନ୍ଦନ ନୀତି ପରେ ଅପରାହ୍ନରେ ଦେହରେ କଣ୍ଟାଫୋଡ଼ି ନିଜକୁ ଦେବଦେବ ମହାଦେବଙ୍କୁ ସମର୍ପଣ କରିବେ ବ୍ରତଧାରୀ। ସବୁ କଷ୍ଟ ଯନ୍ତ୍ରଣାକୁ ପାସୋରି ହଜି ଯିବେ ଶିବଭକ୍ତିରେ। ଆଜି ଅନ୍ତିମ ଅର୍ଘ୍ୟ ପାଇ ବ୍ରତଧାରୀ ପଇତା ବିସର୍ଜନ କରିବେ। ଅର୍ଘ୍ୟ ପାଣିରେ ନିଜକୁ ପବିତ୍ର କରିବା ସହ ଘରକୁ ନେବେ ବୋଲି ଇଚ୍ଛା ରଖିଛନ୍ତି ଭକ୍ତ। ଆଜିର ଜନସମାଗମକୁ ଦେଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

ଗତକାଲି ନୀଳ ପର୍ବରେ ନୀଳ କାଠ ଦର୍ଶନ ସାଙ୍ଗକୁ ପାଟଭକ୍ତାଙ୍କଠାରୁ ଅର୍ଘ୍ୟ ପାଣି ପାଇ ପବିତ୍ର ହୋଇଥିଲେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରୁ ଆସିଥିବା ଲକ୍ଷାଧିକ ଭକ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos