ଶିବ କୃପା ପାଇଁ କୁଛ୍ର ସାଧନା: ଦେହରେ ଶହ ଶହ କଣ୍ଟା ଫୋଡ଼ି ଭକ୍ତିରେ ତଲ୍ଲିନ ଭକ୍ତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚଡ଼କ ମେଳାର ଅନ୍ତିମ ଦିବସ ପାଟ ପର୍ବ ପାଇଁ ଲୋକାରଣ୍ୟ ହୋଇଛି ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର। ଦେହରେ ଶହ ଶହ କଣ୍ଟାଫୋଡ଼ି ନିଜ ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ବ୍ରତଧାରୀ। ଏଥିପାଇଁ ଚନ୍ଦନେଶ୍ୱର ପୀଠରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି। ଶୈବ ଭକ୍ତିରେ ତଲ୍ଲିନ ଦେହ ମନ। ତୁଚ୍ଛ ଶରୀରର କଷ୍ଟ ଓ ଯନ୍ତ୍ରଣା। […]

chadaka jatra chandanaswar in balasore dist

Rakesh Mallick
  • Published: Friday, 13 April 2018
  • Updated: 13 April 2018, 09:28 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚଡ଼କ ମେଳାର ଅନ୍ତିମ ଦିବସ ପାଟ ପର୍ବ ପାଇଁ ଲୋକାରଣ୍ୟ ହୋଇଛି ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର। ଦେହରେ ଶହ ଶହ କଣ୍ଟାଫୋଡ଼ି ନିଜ ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ବ୍ରତଧାରୀ। ଏଥିପାଇଁ ଚନ୍ଦନେଶ୍ୱର ପୀଠରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି।

ଶୈବ ଭକ୍ତିରେ ତଲ୍ଲିନ ଦେହ ମନ। ତୁଚ୍ଛ ଶରୀରର କଷ୍ଟ ଓ ଯନ୍ତ୍ରଣା। ଦେହରେ ଶହଶହ କଣ୍ଟା ଫୋଡ଼ି ନାଚୁଛନ୍ତି ୧୩ ଜଣ ପାଟଭକ୍ତା ଓ ଦଶନଖୀ। ଜିଭ, ପେଟ ଓ ପିଠି ଫୋଡ଼ାଯାଇଛି ଶହଶହ କଣ୍ଟା। ୧୩ ଦିନ ଧରି ଗୋଟିଏ ଓଳି ଖାଇ ଶରୀରକୁ କଷ୍ଟ ଦେଇ କଠିନ ସାଧନାର ଅନ୍ତିମ ପର୍ଯ୍ୟାୟ। ମନ୍ଦିର ଠାରୁ ୧ କିଲୋମିଟର ଦୂର ହାକାଣ୍ଡ ପୋଖରୀରୁ ଦେହରେ ଲୁହା କଣ୍ଟା ଫୋଡ଼ି ବିରାଟ ପଟୁଆରରେ ଆସୁଛନ୍ତି ଭକ୍ତ। ସେମାନଙ୍କୁ ଦେଖିବାକୁ ଲକ୍ଷଲକ୍ଷ ଲୋକଙ୍କ ଗହଳି। ପରମ୍ପରା ମୁତାବକ ମନ୍ଦିରରେ ବାବା ଚନ୍ଦନେଶ୍ୱରଙ୍କୁ ଶେଷ ଅର୍ଘ୍ୟ ପ୍ରଦାନ ପରେ ଶେଷ ହୁଏ ଚଡ଼କ ମେଳା।

ଆଜି ପୂର୍ବାହ୍ନର ବାବା ଚନ୍ଦନେଶ୍ୱରଙ୍କ ପାଟପର୍ବର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଭାଇଚାରାର ବହୁ ପୁରାତନ ପରମ୍ପରା ମାଳା ଚନ୍ଦନ ପରସ୍ପରକୁ ମାଟି ଓ ଚନ୍ଦନ ଲଗାଇ ଫୁଲ ମାଳ ପିନ୍ଧାଇଥିଲେ ବ୍ରତଧାରୀ। କିଛି ସ୍ଥାନୀୟ ଯୁବକ ଓ ଛୋଟଛୋଟ ପିଲା ଶିବ ପାର୍ବତୀ, ଗଣେଶ, କୃଷ୍ଣ ଓ କାଳୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story