କାନ୍ଥରେ ଅଟୋ ପିଟି ହୋଇ ଜଣେ ମୃତ, ୫ ଗୁରୁତର

chatrapur accident

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମହୁଲପଲ୍ଲୀ ଛକରେ ଏକ ଅଟୋ ଘରକୁ ଧକ୍କା ଦେଇଥିଲା। ଫଳରେ ରାହୁଲ ପ୍ରଧାନ(୨୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ହୋଲି ଉତ୍ସବ ପାଳନ ଏମାନେ ପୋଲସରାରୁ ମାଲତେନ୍ତୁଳିଆ ଗାଁକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

Previous ArticleNext Article

Send this to a friend