ଠକି ଦେଲେ ସାଇବାବା !

ବ୍ରହ୍ମଗିରି:ସାଈବାବା ସଂସ୍ଥାନ  ନାମରେ ଠକେଇ ଅଭିଯୋଗ।  ସାଇକୁଟୀର ଯୋଜନାରେ ଗୃହ ଯୋଗାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଚଳୁ। ପୁରୀ ଜିଲ୍ଲା ଅସ୍ତରଙ୍ଗ ରାଇବେରୁଆଁର ଖୋଲାଯାଇଥିବା  ସାଇବାବା ସଂସ୍ଥାନ ଟ୍ରଷ୍ଟ ନାମରେ ଏମିତି ଅଭିଯୋଗ ଆସିଛି। ଧର୍ମ ସେବା ନାମରେ ପ୍ରଲୋଭନ କରି ଲୋକଙ୍କୁ ଠକାଯାଥିବା ଅଭିଯୋଗ ହୋଇଛି। ଏନେଇ ବ୍ରହ୍ମଗିରି ଥାନାରେ  ଏତଲା ହୋଇଛି। ସୂଚନା ଅନୁଯାୟୀ ୨୦୧୩ରେ ଏହି ସଂସ୍ଥା ପକ୍ଷରୁ ପଲଙ୍କ ଗ୍ରାମରେ ନିଜର ଶାଖା କାର୍ଯ୍ୟାଳୟ ଖୋଲା ଯାଇଥିଲା। ଯାହାର ରେଜିଷ୍ଟ୍ରେଶନ ନମ୍ବର ହେଉଛି-୪୧୦୮୧୩୦୬୫୫୫। ଏହାର ନିର୍ଦ୍ଦେଶକ ହେଉଛନ୍ତି  ଦୀପକ କୁମାର ବରାଡ଼।  ତାଙ୍କ ଘର ନୟାଗଡ଼ରେ।

ପ୍ରଥମେ ସାଈବାବାଙ୍କ ନାମରେ ପାଲିଙ୍କି ଯାତ୍ରା, ପ୍ରବଚନ ଏବଂ ବିଭିନ୍ନ ପ୍ରକାର ଧାର୍ମିକ କାର୍ଯ୍ୟ ଆୟୋଜନ କରାଗଲା। କ୍ରମେ ଏହି ସଂସ୍ଥା ସ୍ଥାନୀୟ ଲୋକଙ୍କ ଆସ୍ଥାଭାଜନ ହେବା ପରେ କିଛି ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ  ନିଯୁକ୍ତି ବି ଦେଲା। ପରେ ସାଇକୁଟୀର ଯୋଜନାରେ ଗରିବ ଳୋକଙ୍କୁ ଗୃହ ନିର୍ମାଣ ପାଇଁ  ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କହି ଏଜେଣ୍ଟମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରାଗଲା।

ଏଥିପାଇଁ ସଦସ୍ୟତା ଲାଗି ୫ ହଜାର ଟଙ୍କା ସଂଗ୍ରହ କରାଗଲା।  ପଲଙ୍କ ଗ୍ରାମରେ ୧୦୦ରୁ ଅଧିକ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଇଥିବା ଗ୍ରାମବାସୀ କହିଛନ୍ତି।

ସେହିପରି  ଆଖପାଖ ଅଞ୍ଚଳରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ।  ହେଲେ ଟଙ୍କା ଆଦାୟର ୩ ବର୍ଷ ପରେ ବି ଲୋକଙ୍କୁ ଟଙ୍କା କି ଘର କିଛି ମିଳିଳା ନାହିଁ। ତେଣୁ ବାଧ୍ୟ ହୋଇ  ସ୍ଥାନୀୟ ଲୋକେ  ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି।

Ordigital Desk
• Published: Friday, 11 August 2017
• Updated: 11 August 2017, 07:01 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos