କାଲି ଆସିଲେ ନେଇଯିବି, ମା'ର ଶେଷ କଥାର ଦୁଇ ଘଣ୍ଟା ପରେ ...

ବାଲେଶ୍ୱର(ରଣଜିତ୍ ପାକଳ): ପୁଅରେ ବଦମାସ ହେବୁନି। ଦୁଷ୍ଟାମି କରିବୁନି। କାଲି ଆସିଲେ ଘରକୁ ନେଇଯିବି। ଏମିତି କେତେ କଣ କହି ବୁଝାଇସୁଝାଇ ଆସିଥିଲା ମା’। ହେଲେ ଦଇବର ବିଚାର କିଛି ଅଲଗା ଥିଲା। ବୋଧହୁଏ ଘରକୁ ଫେରିବା ପାଇଁ  ଆଉ ପିଲା ଭାଗ୍ୟରେ ନଥିଲା। କଥା ଦେଇ ଆସିବାର ଦୁଇ ଘଣ୍ଟା ପରେ ପିଲା ଚାଲିଗଲା। ଏମିତି ଏକ ଅଭାବନୀୟ ଘଟଣା ବାଲେଶ୍ୱରରେ ଆଲୋଡ଼ନ ଖେଳାଇଦେଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ତାପସୀ ଗାଁର ଶଙ୍କର […]

balasore

balasore

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 10:47 PM IST

ବାଲେଶ୍ୱର(ରଣଜିତ୍ ପାକଳ): ପୁଅରେ ବଦମାସ ହେବୁନି। ଦୁଷ୍ଟାମି କରିବୁନି। କାଲି ଆସିଲେ ଘରକୁ ନେଇଯିବି। ଏମିତି କେତେ କଣ କହି ବୁଝାଇସୁଝାଇ ଆସିଥିଲା ମା’। ହେଲେ ଦଇବର ବିଚାର କିଛି ଅଲଗା ଥିଲା। ବୋଧହୁଏ ଘରକୁ ଫେରିବା ପାଇଁ  ଆଉ ପିଲା ଭାଗ୍ୟରେ ନଥିଲା। କଥା ଦେଇ ଆସିବାର ଦୁଇ ଘଣ୍ଟା ପରେ ପିଲା ଚାଲିଗଲା। ଏମିତି ଏକ ଅଭାବନୀୟ ଘଟଣା ବାଲେଶ୍ୱରରେ ଆଲୋଡ଼ନ ଖେଳାଇଦେଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ତାପସୀ ଗାଁର ଶଙ୍କର ମଲ୍ଲିକ ଓ କନକଙ୍କ ଘରକୁ ଯେପରି କଳାବାଦଲ ଖେଳି ଯାଇଛି। ଗତକାଲି ଜାମୁ କୋଳି ଗଛରେ ଚଢି କୋଳି ବିଛାଉ ଥିବାବେଳେ ତଳେ ଖସି ପଡି ଏକମାତ୍ର ପୁଅ ସନ୍ତୋଷ (୧୩)କୁ ହରାଇଛନ୍ତି ସେ। ଗୁରୁତର ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଶଙ୍କର ମଲ୍ଲିକ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ୪ ବର୍ଷ ତଳେ ଏକ ଦୁର୍ଘଟଣାରେ ତାଙ୍କର ଦୁଇ ଗୋଡ଼ ଅଚଳ ହୋଇଯାଇଥିଲା। ଫଳରେ ଘର ଚଳିବା କଷ୍ଟକର ହୋଇପଡ଼ିବାରୁ ଶଙ୍କରଙ୍କ ପତ୍ନୀ କନକ ପର ଘରେ କାମ କରି ଘର ଚଳାନ୍ତି। ତେଣୁ ସେ ପୁଅ ସନ୍ତୋଷର ଭବିଷ୍ୟତକୁ ଦୃଷ୍ଟିରେ ରଖି  ୬ ବର୍ଷ ବୟସରେ ଜିଲ୍ଲାରେ ଥିବା ଉତ୍କଳା ବାଳାଶ୍ରମରେ ଛାଡ଼ି ଦେଇଥିଲେ। ବାପା ମାଆଙ୍କ ବିଶ୍ଵାସ ଥିଲା ବାଳାଶ୍ରମରେ ପୁଅ ରହି ପାଠ ପଢି ମଣିଷ ଟିଏ ହେବ। ହେଲେ ତାଙ୍କର ସବୁ ଆଶା ଭରସା ମାଟିରେ ମିଶିଗଲା।

ଏବେ ସ୍କୁଲ ଛୁଟି ଥିବାରୁ ଗତକାଲି ଅପରାହ୍ନରେ କନକ ପୁଅକୁ ଘରକୁ ଆଣିବାକୁ ଯାଇଥିଲେ। ହେଲେ ପୁଅକୁ ବାଳାଶ୍ରମ କର୍ତ୍ତୃପକ୍ଷ ଛାଡି ନଥିଲେ। ତେଣୁ କାଲି ଆସି ଘରକୁ ନେବି ବୋଲି ପୁଅକୁ ବୁଝାଇଥିଲେ। ଆଉ ଦୁଷ୍ଟାମି କରିବୁ ନାହିଁ କହି ଘରକୁ ଫେରିଥିଲେ। ତେବେ କନକ ଘରକୁ ଫେରିବାର ଦୁଇ ଘଣ୍ଟା ମଧ୍ୟରେ ଶୁଣିବାକୁ ପାଇଲେ ପୁଅର ଦେହ ଖରାପ ଅଛି। ଡାକ୍ତରଖାନାକୁ ଆସିବା ପାଇଁ ଖବର ପହଞ୍ଚିଥିଲା। ଏହା ଶୁଣି ଶଙ୍କର ଓ କନକ ଡାକ୍ତରଖାନାରେ ଯାଇ ପହଞ୍ଚିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ଘଟିଥିଲା। ଏହି ଖବର ଜାଣିବା ପରେ ଡାକ୍ତରଖାନାରେ ଶୋକର ଛାୟା ଖେଳି ଯାଇଥିଲା। ଘଟଣାସ୍ଥଳରେ ପୋଲିସ  ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର ପହଞ୍ଚି ଶଙ୍କର ଓ କନକଙ୍କୁ  ସାନ୍ତ୍ୱନା ଦେଇଥିଲେ। ଏମିତିକି ଜିଲ୍ଲାପାଳ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାକ୍ତରଖାନାରେ ବସି ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story