ଟଙ୍କା ଶୁଝିଲେ ଝିଅ ଛାଡ଼ିବି: ମହାଜନଙ୍କ ସ୍ତ୍ରୀ ଦେଲା ଏପରି ଧମକ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଟଙ୍କା ଧାର ନେଇଥିଲେ। ଶୁଝିବାରେ ବିଳମ୍ୱ ହେବାରୁ ବିଚ୍‌ ରାସ୍ତାରୁ ୪ ବର୍ଷର ଝିଅଙ୍କୁ ଉଠାଇ ନେଲେ ମହାଜନଙ୍କ ପତ୍ନୀ। ଟଙ୍କା ଶୁଝିଲେ ଝିଅକୁ ଛାଡ଼ିବି ବୋଲି ରଣହୁଙ୍କାର ଦେଇଛି ମହାଜନଙ୍କ ପତ୍ନୀ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଝିଆଙ୍କ ସାହିରେ। ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। ଝିଆଙ୍କ ସାହିର ପ୍ରଶାନ୍ତ କୁମାର ସାହୁ […]

child kidnup from khurda banapur

child kidnup from khurda banapur

Rakesh Mallick
  • Published: Friday, 16 March 2018
  • Updated: 16 March 2018, 05:37 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଟଙ୍କା ଧାର ନେଇଥିଲେ। ଶୁଝିବାରେ ବିଳମ୍ୱ ହେବାରୁ ବିଚ୍‌ ରାସ୍ତାରୁ ୪ ବର୍ଷର ଝିଅଙ୍କୁ ଉଠାଇ ନେଲେ ମହାଜନଙ୍କ ପତ୍ନୀ। ଟଙ୍କା ଶୁଝିଲେ ଝିଅକୁ ଛାଡ଼ିବି ବୋଲି ରଣହୁଙ୍କାର ଦେଇଛି ମହାଜନଙ୍କ ପତ୍ନୀ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଝିଆଙ୍କ ସାହିରେ। ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣାଟି ଏମିତି। ଝିଆଙ୍କ ସାହିର ପ୍ରଶାନ୍ତ କୁମାର ସାହୁ ବର୍ଷେ ତଳେ ପଞ୍ଚୁ ସାହୁଙ୍କଠାରୁ ୯୦୦୦ ଟଙ୍କା ଧାର ସୂତ୍ରରେ ନେଇଥିଲେ। ପରେ ୩୦୦୦ ଟଙ୍କା ସୁଝି ଦେଇଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପ୍ରଶାନ୍ତ ବାକି ଟଙ୍କା ଦେବାରେ ବିଳମ୍ୱ କରିଥିଲେ। ଏହାକୁ ନେଇ ପଞ୍ଚୁ ଓ ପ୍ରଶାନ୍ତଙ୍କ ମଧ୍ୟରେ ବିବାଦ ଦେଖାଦେଇ ଥିଲା। ପ୍ରତିଶୋଧ ନେବାକୁ ପଞ୍ଚୁ ସୁଯୋଗ ଉଣ୍ଡୁ ଥିଲେ। ଆଜି ପ୍ରଶାନ୍ତଙ୍କ ୪ ବର୍ଷର ଝିଅ ଅଙ୍ଗନବାଡ଼ି ଯାଉଥିଲେ। ଝିଅଟି ଏକୁଟିଆ ଯାଉଥିବା ଦେଖି ପଞ୍ଚୁଙ୍କ ପତ୍ନୀ ଲବଣୀ ଦିନ ଦ୍ୱି’ପହରରେ ରାସ୍ତାରୁ ଅପହରଣ କରିନେଇଥିଲେ। ଏକ ଘରେ ରଖି ତାଲା ପକାଇ ଦେଇଥିଲେ।

ଅଙ୍ଗନବାଡ଼ି ଛୁଟି ପରେ ସବୁ ପିଲା ଘରକୁ ଫେରିଥିଲେ। ମାତ୍ର ପ୍ରଶାନ୍ତଙ୍କ ଝିଅ ଘରକୁ ଫେରିନଥିଲା। ଝିଅକୁ ନପାଇ ପ୍ରଶାନ୍ତ ଓ ତାଙ୍କ ପତ୍ନୀ ଚାରିଆଡ଼େ ଖୋଜିଥିଲେ। ମାତ୍ର ପାଇନଥିଲେ। ପରେ ଖବର ପାଇ ଲବଣୀଙ୍କୁ ପଚାରି ଥିଲେ। ଏହି ସମୟରେ ପ୍ରଶାନ୍ତ ଓ ତାଙ୍କ ପତ୍ନୀଙ୍କୁ ଅଶ୍ଳୀଳ ଭାଷାରା ଗାଳି ଦେଇଥିଲେ ଲବଣୀ। ଧାର ଟଙ୍କା ନଫେରାଇଲେ ଝିଅକୁ ମାରିଦେବି ବୋଲି ଧମକ ଦେଇଥିଲେ। ଧାର ଟଙ୍କା ଶୁଝିବା ପରେ ଲବଣୀ ଛୁଆ ଛାଡ଼ି ଥିଲେ। ଏନେଇ ପ୍ରଶାନ୍ତଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story