ସରିଲା ସ୍ପେଶାଲ୍ ଓଜେଇଇ

ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ୩୭ ହଜାର ଇଞ୍ଜିନିୟରିଂ ସିଟ୍ ପୂରଣ ପାଇଁ ଆଜି ଅନୁଷ୍ଠିତ ହୋଇଛି ସ୍ପେଶାଲ୍ ଓଜେଇଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଏଣ୍ଟ୍ରାନସ ହୋଇଥିଲା। ରାଜ୍ୟର ୬ଟି ସରକାରୀ ଓ ୯୦ଟି ଘରୋଇ ଇଂଜିନିୟରିଂ କଲେଜରେ ମୋଟ ୪୯ ହଜାର ସିଟ୍ ରହିଛି। ତେବେ ଜେଇଇ ମେନ୍ ରାଙ୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ଚଏସ୍ ଲକିଂ କରିଥିଲେ ମାତ୍ର ୧୨ ହଜାର ୭୦୦ ଛାତ୍ରଛାତ୍ରୀ। ତେଣୁ ଖାଲି ପଡ଼ିଥିବା ପ୍ରାୟ ୩୭ ହଜାର ସିଟ୍ […]

bbsr

bbsr

Rakesh Mallick
  • Published: Sunday, 19 July 2015
  • Updated: 19 July 2015, 07:47 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ୩୭ ହଜାର ଇଞ୍ଜିନିୟରିଂ ସିଟ୍ ପୂରଣ ପାଇଁ ଆଜି ଅନୁଷ୍ଠିତ ହୋଇଛି ସ୍ପେଶାଲ୍ ଓଜେଇଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଏଣ୍ଟ୍ରାନସ ହୋଇଥିଲା। ରାଜ୍ୟର ୬ଟି ସରକାରୀ ଓ ୯୦ଟି ଘରୋଇ ଇଂଜିନିୟରିଂ କଲେଜରେ ମୋଟ ୪୯ ହଜାର ସିଟ୍ ରହିଛି। ତେବେ ଜେଇଇ ମେନ୍ ରାଙ୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ଚଏସ୍ ଲକିଂ କରିଥିଲେ ମାତ୍ର ୧୨ ହଜାର ୭୦୦ ଛାତ୍ରଛାତ୍ରୀ। ତେଣୁ ଖାଲି ପଡ଼ିଥିବା ପ୍ରାୟ ୩୭ ହଜାର ସିଟ୍ ପୂରଣ ପାଇଁ ଆଜି ସ୍ପେଶାଲ୍ ଓଜେଇଇ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ରୁ ୧୨ଟା ଯାଏଁ ଚାଲିଥିଲା ଏହି ପ୍ରବେଶିକା ପରୀକ୍ଷା। ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ। କେବଳ ଭୁବନେଶ୍ୱରରେ ହୋଇଥିବା ୧୫ଟି ପରୀକ୍ଷା କେନ୍ଦ୍ରରେ ଆବେଦନକାରୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଜୁଲାଇ ୨୭ ସୁଦ୍ଧା ସ୍ପେଶାଲ୍ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୮ରୁ ୧୪ ମଧ୍ୟରେ କାଉନସେଲିଂ କରାଯିବ। କିନ୍ତୁ ଏତେସବୁ ପରେ ବି ସିଟ୍ ଖାଲି ପଡ଼ିବା ନିଶ୍ଚିତ। ସେପଟେ ଜେଇଇ ମେନ୍ ରାଙ୍କ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story