ଶିଳ୍ପକୁ ଏମିତି ଭଲ ପାଆନ୍ତି ନବୀନ ସରକାର: ଇମ୍ଫା ପରେ ଓରଟେଲ୍‌ର ବାଟ ଓଗାଳିବାକୁ ଉଦ୍ୟମ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇମ୍ପା ପରେ ଅର୍&zwnj;ଟେଲ୍&zwnj; ବିରୋଧରେ ବି ଷଡଯନ୍ତ୍ର। ଭୁବନେଶ୍ୱରରେ ଥିବା ଅର୍&zwnj;ଟେଲ୍&zwnj; ମୁଖ୍ୟ କାର୍ଯ୍ୟାଳୟକୁ ହଟାଇ ସେଠାରେ ସପିଙ୍ଗ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ସିଟିଜେନ୍ସ କମିଟି। ଏହି କମିଟିର ସାଧାରଣ ସମ୍ପାଦକ ଅଜିତ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆଜି କମ୍ପାନୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି।</p> <p>ଧାରଣା ଦେଇଥିବା କମିଟି ଅଭିଯୋଗ କରିଛି ଯେ, ଅର୍&zwnj;ଟେଲ୍&zwnj; ଅଫିସ ଯେଉଁ ଜାଗାରେ ହୋଇଛି, ୧୯୯୫ରେ ଏହି ସ୍ଥାନ ଏକ ସ୍କୁଲ ଦଖଲରେ ଥିଲା। ତେବେ ୨୦୧୪ରେ ଏହାକୁ ଫ୍ୟୁଚର ଏକ୍ସପାନସନ ଭାବେ ଚିହ୍ନଟ କରି ବିଡିଏ ଏହି ଜମି ଅରଟେଲକୁ ଲିଜରେ ଦେଇଥିଲା। କ୍ଷମତାର ଅପବ୍ୟବହାର କରି ଅରଟେଲ ଏହି ଜମି ହାତେଇ ଥିବା କମିଟି ଅଭିଯୋଗ କରିଛି। ତେଣୁ ସରକାର ଅରଟେଲ ସହ ଚୁକ୍ତି ବାତିଲ କରି ସେଠାରେ ଏକ ବହୁ ତଳ ସପିଙ୍ଗ କଂପ୍ଲେକ୍ସ ଓ ଏକ ଦୈନିକ ପରିବା ହାଟ କରିବା ଲାଗି ସିଟିଜେନ୍ସ ଫୋରମ ସାଧାରଣ ସମ୍ପାଦକ ଦାବି କରିଛନ୍ତି।</p>

Ordigital Desk
  • Published: Monday, 07 May 2018
  • Updated: 07 May 2018, 08:59 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇମ୍ପା ପରେ ଅର୍&zwnj;ଟେଲ୍&zwnj; ବିରୋଧରେ ବି ଷଡଯନ୍ତ୍ର। ଭୁବନେଶ୍ୱରରେ ଥିବା ଅର୍&zwnj;ଟେଲ୍&zwnj; ମୁଖ୍ୟ କାର୍ଯ୍ୟାଳୟକୁ ହଟାଇ ସେଠାରେ ସପିଙ୍ଗ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ସିଟିଜେନ୍ସ କମିଟି। ଏହି କମିଟିର ସାଧାରଣ ସମ୍ପାଦକ ଅଜିତ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆଜି କମ୍ପାନୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି।</p><p>ଧାରଣା ଦେଇଥିବା କମିଟି ଅଭିଯୋଗ କରିଛି ଯେ, ଅର୍&zwnj;ଟେଲ୍&zwnj; ଅଫିସ ଯେଉଁ ଜାଗାରେ ହୋଇଛି, ୧୯୯୫ରେ ଏହି ସ୍ଥାନ ଏକ ସ୍କୁଲ ଦଖଲରେ ଥିଲା। ତେବେ ୨୦୧୪ରେ ଏହାକୁ ଫ୍ୟୁଚର ଏକ୍ସପାନସନ ଭାବେ ଚିହ୍ନଟ କରି ବିଡିଏ ଏହି ଜମି ଅରଟେଲକୁ ଲିଜରେ ଦେଇଥିଲା। କ୍ଷମତାର ଅପବ୍ୟବହାର କରି ଅରଟେଲ ଏହି ଜମି ହାତେଇ ଥିବା କମିଟି ଅଭିଯୋଗ କରିଛି। ତେଣୁ ସରକାର ଅରଟେଲ ସହ ଚୁକ୍ତି ବାତିଲ କରି ସେଠାରେ ଏକ ବହୁ ତଳ ସପିଙ୍ଗ କଂପ୍ଲେକ୍ସ ଓ ଏକ ଦୈନିକ ପରିବା ହାଟ କରିବା ଲାଗି ସିଟିଜେନ୍ସ ଫୋରମ ସାଧାରଣ ସମ୍ପାଦକ ଦାବି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos