ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଜୟପୁରରେ ଉଷା ପାଢ଼ୀ

କୋରାପୁଟ(ଚିତରଞ୍ଜନ ଚୌଧୁରୀ): କୋରାପୁଟ ଜିଲ୍ଲା ଜୟପୁର ଏୟାରପୋର୍ଟ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବାକୁ ଜୟପୁର ଆସିଛନ୍ତି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ଜୟପୁରକୁ ଉଡ଼ାଣ ଯୋଜନାରେ ସାମିଲ କରାଯାଇଛି। ହେଲେ ୨୦୧୬ରୁ ଏହାର କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ତାହା ଶେଷ ହୋଇନାହିଁ।  ସେତେବେଳେ ଲକ୍ଷ୍ୟ ରଖାଯାଇଥିଲା ଯେ, ୨୦୧୭ ସେପ୍ଟେମ୍ବର ସୁଦ୍ଧା କାମ ସରିବ। ପରେ ରାଜ୍ୟ ସରକାର ଡିସେମ୍ବର ସୁଦ୍ଧା ସମୟ ମାଗିଥିଲେ। ତେବେ ୨୦୧୮ ମେ’ […]

koraput

koraput

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 12:09 PM IST

Sports

Latest News

କୋରାପୁଟ(ଚିତରଞ୍ଜନ ଚୌଧୁରୀ): କୋରାପୁଟ ଜିଲ୍ଲା ଜୟପୁର ଏୟାରପୋର୍ଟ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବାକୁ ଜୟପୁର ଆସିଛନ୍ତି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ଜୟପୁରକୁ ଉଡ଼ାଣ ଯୋଜନାରେ ସାମିଲ କରାଯାଇଛି। ହେଲେ ୨୦୧୬ରୁ ଏହାର କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ତାହା ଶେଷ ହୋଇନାହିଁ।  ସେତେବେଳେ ଲକ୍ଷ୍ୟ ରଖାଯାଇଥିଲା ଯେ, ୨୦୧୭ ସେପ୍ଟେମ୍ବର ସୁଦ୍ଧା କାମ ସରିବ। ପରେ ରାଜ୍ୟ ସରକାର ଡିସେମ୍ବର ସୁଦ୍ଧା ସମୟ ମାଗିଥିଲେ। ତେବେ ୨୦୧୮ ମେ’ ମାସ ଚାଲିଥିଲେ ମଧ୍ୟ କାମ ସରିନାହିଁ। ତେଣୁ କେଉଁଠି ଅସୁବିଧା ରହୁଛି, କେବେ ସୁଦ୍ଧା କାମ ସରିବ, ଏସବୁର ତଦାରଖ କରିଛନ୍ତି ଉଷା ପାଢ଼ୀ।

ଏହାସହ କୋରାପୁଟ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story