ବଲାଙ୍ଗିର ଓ କନ୍ଧମାଳ ପୋଲିସ୍‌ ପାଇବେ ୧୦ ଲକ୍ଷ ଲେଖାଏଁ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଓ ଦମନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲା ପୋଲିସ୍‌ ପାଇଁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ଦିଆଯାଉଥିବା ପୁରସ୍କାର ସହ ଅତିରିକ୍ତ ରାଶି ହିସାବରେ ଏହି ପୁରସ୍କାର ଦିଆଯିବ। ଉଭୟ ଜିଲ୍ଲାର ପୋଲିସ୍‌ ଓ ଏସ୍‌ଓଜି ଯବାନଙ୍କୁ ମଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ମାଓ ଅପରେସନ୍‌ରେ ଅଂଶଗ୍ରହଣ କରିଥିବା ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା […]

naveen

naveen

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 07:12 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଓ ଦମନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲା ପୋଲିସ୍‌ ପାଇଁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ଦିଆଯାଉଥିବା ପୁରସ୍କାର ସହ ଅତିରିକ୍ତ ରାଶି ହିସାବରେ ଏହି ପୁରସ୍କାର ଦିଆଯିବ। ଉଭୟ ଜିଲ୍ଲାର ପୋଲିସ୍‌ ଓ ଏସ୍‌ଓଜି ଯବାନଙ୍କୁ ମଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ମାଓ ଅପରେସନ୍‌ରେ ଅଂଶଗ୍ରହଣ କରିଥିବା ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରିଛନ୍ତି।

naveenସଚିବାଳୟରେ ଶୁକ୍ରବାର ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଅସ୍ତ୍ରତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ୍‌ ମହାନିର୍ଦ୍ଦେଶକ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଗୁଇନ୍ଦା ମହାନିର୍ଦ୍ଦେଶକ, ଗୁଇନ୍ଦା ଆଇଜି ଏବଂ ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲା ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story