ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ: ଯିବାବେଳେ କହିଲେ- ଆମେ ବିଜେପୁର ଜିତିବୁ

cm

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିବ ବିଜେଡି। ବିକାଶମୂଳକ କାର୍ଯ୍ୟ ଓ ଜନମଙ୍ଗଳ କାର୍ଯ୍ୟ ହିଁ ବିଜୟର ମାପକାଠି ହେବ। ଦିଲ୍ଲୀ ଗସ୍ତ ପୂର୍ବରୁ  ଏପରି କିଛି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭ କାମନା ଜଣାଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଓଡ଼ିଶାରେ ହେବାକୁ ଥିବା ହକି ଓ୍ୱାର୍ଲ୍ଡ କପ୍ ଆୟୋଜନ ନେଇ ଏକ ସମୀକ୍ଷା ବୈଠକରେ ସେ ଯୋଗଦେବେ।

Previous ArticleNext Article

Send this to a friend