ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ: ଶତାଧିକ ବିଜେପି କର୍ମୀ ଅଟକ

କଟକ: ବିଜୁ ଜନ୍ମ ଶତବାର୍ଷିକ ଅବସରରେ କଟକରେ ବାୟୁସେନା ପକ୍ଷରୁ ଆୟୋଜିତ ଏୟାର ଶୋ’ରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବା ପୂର୍ବରୁ ଶତାଧିକ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା। ମଧୁପାଟଣା ଛକରେ ବିଜେପି କର୍ମୀ ରାସ୍ତା ଉପରେ ବସି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରିଥିଲେ। ଏୟାର ଶୋ’ ପାଇଁ ନିୟୋଜିତ ପୋଲିସ ଅଧିକାରୀମାନେ ସେମାନଙ୍କୁ ରାସ୍ତାରୁ ହଟାଇବା ସହ ଅଟକ ରଖିଥିଲେ।

ctc-bjp

ctc-bjp

Rakesh Mallick
  • Published: Friday, 23 December 2016
  • Updated: 23 December 2016, 04:27 PM IST

କଟକ: ବିଜୁ ଜନ୍ମ ଶତବାର୍ଷିକ ଅବସରରେ କଟକରେ ବାୟୁସେନା ପକ୍ଷରୁ ଆୟୋଜିତ ଏୟାର ଶୋ’ରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବା ପୂର୍ବରୁ ଶତାଧିକ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା।

ମଧୁପାଟଣା ଛକରେ ବିଜେପି କର୍ମୀ ରାସ୍ତା ଉପରେ ବସି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରିଥିଲେ। ଏୟାର ଶୋ’ ପାଇଁ ନିୟୋଜିତ ପୋଲିସ ଅଧିକାରୀମାନେ ସେମାନଙ୍କୁ ରାସ୍ତାରୁ ହଟାଇବା ସହ ଅଟକ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos