ହାତରେ ଇସ୍ତଫା ପତ୍ର ଧରି ଆନ୍ଦୋଳନ କରୁଛନ୍ତି କମ୍ପ୍ୟୁଟର ଶିକ୍ଷକ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋୟର ପିଏମଜିରେ ଅଭିନବ ଢ଼ଙ୍ଗରେ ଧାରଣାରେ ବସିଛନ୍ତି ସ୍କୁଲ କୋ-ଅର୍ଡିନେଟର। ଏଥର କେବଳ ପ୍ରତିବାଦ ନୁହେଁ ହାତରେ ଇସ୍ତଫା ପତ୍ର ଧରି ଆନ୍ଦୋଳନ କରୁଛନ୍ତି। ସାରା ରାଜ୍ୟରୁ&nbsp; ଆସି ୪୦୦୦ ହଜାର କମ୍ପ୍ୟୁଟର ଶିକ୍ଷକ ଧାରଣାରେ ବସିଛନ୍ତି।</p> <p>ସ୍କୁଲ କୋ-ଅର୍ଡିନେଟର ନୁହେଁ ବରଂ ରାଜ୍ୟ କମ୍ପ୍ୟୁଟର ଶିକ୍ଷକର ମାନ୍ୟତା, ରାଜ୍ୟରେ ଥିବା ୮୦୦୦ରୁ ଅଧିକ ଉଚ୍ଚ ବିଦ୍ୟାଳୟକୁ ଏହାର ଅନ୍ତର୍ଭୁକ୍ତ କରିବା ସହିତ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ଆଇସିଟି ସ୍କୁଲ କୋର୍ଡିନେଟର ଆସୋସିଏସନ ଦାବି କରିଛି। ପୂର୍ବରୁ ଡିସେମ୍ବରରେ କମ୍ପ୍ୟୁଟର ଶିକ୍ଷକମାନେ ଆନ୍ଦୋଳନ କରିଥିଲେ। ଦାବି ପୂର ନେଇ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ଉଠିଥିଲେ। ହେଲେ ସରକାର ଦେଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରି ନଥିବା କମ୍ପ୍ୟୁଟର ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଆସନ୍ତା ୧୨ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ସେମାନେ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି।</p>

Ordigital Desk
  • Published: Wednesday, 04 April 2018
  • Updated: 04 April 2018, 07:54 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋୟର ପିଏମଜିରେ ଅଭିନବ ଢ଼ଙ୍ଗରେ ଧାରଣାରେ ବସିଛନ୍ତି ସ୍କୁଲ କୋ-ଅର୍ଡିନେଟର। ଏଥର କେବଳ ପ୍ରତିବାଦ ନୁହେଁ ହାତରେ ଇସ୍ତଫା ପତ୍ର ଧରି ଆନ୍ଦୋଳନ କରୁଛନ୍ତି। ସାରା ରାଜ୍ୟରୁ&nbsp; ଆସି ୪୦୦୦ ହଜାର କମ୍ପ୍ୟୁଟର ଶିକ୍ଷକ ଧାରଣାରେ ବସିଛନ୍ତି।</p><p>ସ୍କୁଲ କୋ-ଅର୍ଡିନେଟର ନୁହେଁ ବରଂ ରାଜ୍ୟ କମ୍ପ୍ୟୁଟର ଶିକ୍ଷକର ମାନ୍ୟତା, ରାଜ୍ୟରେ ଥିବା ୮୦୦୦ରୁ ଅଧିକ ଉଚ୍ଚ ବିଦ୍ୟାଳୟକୁ ଏହାର ଅନ୍ତର୍ଭୁକ୍ତ କରିବା ସହିତ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ଆଇସିଟି ସ୍କୁଲ କୋର୍ଡିନେଟର ଆସୋସିଏସନ ଦାବି କରିଛି। ପୂର୍ବରୁ ଡିସେମ୍ବରରେ କମ୍ପ୍ୟୁଟର ଶିକ୍ଷକମାନେ ଆନ୍ଦୋଳନ କରିଥିଲେ। ଦାବି ପୂର ନେଇ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ଉଠିଥିଲେ। ହେଲେ ସରକାର ଦେଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରି ନଥିବା କମ୍ପ୍ୟୁଟର ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଆସନ୍ତା ୧୨ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ସେମାନେ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos