ମହାନଦୀ ମହାସଂଗ୍ରାମ ବେଳେ ବିଜେଡି କର୍ମୀ ପିଟାପିଟି, ଦେଖନ୍ତୁ ଭିଡିଓ

<p>ନୟାଗଡ଼(ଓଡିଶା ରିପୋର୍ଟର): ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି। ନୟାଗଡ଼ ଦଶପଲ୍ଲାରେ ଆଜି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ବିଜେଡିର ୨ ଗୋଷ୍ଠୀ ପିଟାପିଟି ହୋଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାଙ୍କୁ ନେଇ ମହାନଦୀ ସୁରକ୍ଷା ଶୋଭାଯାତ୍ରା ଚାଲିଥିବା ବେଳେ ହାଟଛକଠାରେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବିରୋଧ କରି ବିଜେଡିର କିଛି ଅସନ୍ତୁଷ ଗୋଷ୍ଠୀ ଯାତ୍ରାକୁ ଅଟକାଇଥିଲେ।</p> <p>ଏହାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା । ପରେ ବିରୋଧ କରୁଥିବା ଗୋଷ୍ଠୀକୁ ଅପରପକ୍ଷ ଧକ୍କା ଦେଇ ଶୋଭାଯାତ୍ରା ସ୍ଥଳରୁ ବାହାର କରିଦେଇଥିବା ଦେଖିବାକୁ ମିଳିଥିଲା । &nbsp;ପୋଲିସ ହସ୍ତକ୍ଷେପ କରିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ନୟାଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ ବହୁ ଦିନ ତଳରୁ ଲାଗି ଆସିଛି । ତେବେ ଆଜି ମହାନଦୀ ସୁରକ୍ଷା ଶୋଭାଯାତ୍ରାରେ ଏହି କନ୍ଦଳ ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି।</p>

Ordigital Desk
  • Published: Saturday, 19 May 2018
  • Updated: 19 May 2018, 09:47 PM IST
<p>ନୟାଗଡ଼(ଓଡିଶା ରିପୋର୍ଟର): ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି। ନୟାଗଡ଼ ଦଶପଲ୍ଲାରେ ଆଜି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ବିଜେଡିର ୨ ଗୋଷ୍ଠୀ ପିଟାପିଟି ହୋଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାଙ୍କୁ ନେଇ ମହାନଦୀ ସୁରକ୍ଷା ଶୋଭାଯାତ୍ରା ଚାଲିଥିବା ବେଳେ ହାଟଛକଠାରେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବିରୋଧ କରି ବିଜେଡିର କିଛି ଅସନ୍ତୁଷ ଗୋଷ୍ଠୀ ଯାତ୍ରାକୁ ଅଟକାଇଥିଲେ।</p><p>ଏହାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା । ପରେ ବିରୋଧ କରୁଥିବା ଗୋଷ୍ଠୀକୁ ଅପରପକ୍ଷ ଧକ୍କା ଦେଇ ଶୋଭାଯାତ୍ରା ସ୍ଥଳରୁ ବାହାର କରିଦେଇଥିବା ଦେଖିବାକୁ ମିଳିଥିଲା । &nbsp;ପୋଲିସ ହସ୍ତକ୍ଷେପ କରିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ନୟାଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ ବହୁ ଦିନ ତଳରୁ ଲାଗି ଆସିଛି । ତେବେ ଆଜି ମହାନଦୀ ସୁରକ୍ଷା ଶୋଭାଯାତ୍ରାରେ ଏହି କନ୍ଦଳ ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos