ଶଗଡ଼ରେ ବସି ପ୍ରଚାର କଲେ ପ୍ରସାଦ ଓ ପ୍ରଣୟ

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋର ପ୍ରଚାର ଚାଲିଛି। ଆଜି ଗାଇସିଲାଟ ବ୍ଲକ୍‌ରେ ହୋଇଥିଲା ଜୋରଦାର ପ୍ରଚାର। ଏଠାରେ ଆଜି ପ୍ରଚାରର ଚିତ୍ର ଟିକେ ଭିନ୍ନ ଥିଲା। ବ୍ଲକ୍‌ର ଶ୍ରଦ୍ଧାପୁର ଗାଁରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଶଗଡ଼ରେ ପ୍ରଚାର କରିଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ରାଜ୍ୟ କଂଗ୍ରେସର ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଶଗଡ଼ ବସି ପ୍ରଚାର […]

pcc copy

pcc copy

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 10:31 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋର ପ୍ରଚାର ଚାଲିଛି। ଆଜି ଗାଇସିଲାଟ ବ୍ଲକ୍‌ରେ ହୋଇଥିଲା ଜୋରଦାର ପ୍ରଚାର। ଏଠାରେ ଆଜି ପ୍ରଚାରର ଚିତ୍ର ଟିକେ ଭିନ୍ନ ଥିଲା। ବ୍ଲକ୍‌ର ଶ୍ରଦ୍ଧାପୁର ଗାଁରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଶଗଡ଼ରେ ପ୍ରଚାର କରିଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ରାଜ୍ୟ କଂଗ୍ରେସର ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଶଗଡ଼ ବସି ପ୍ରଚାର କରିଥିଲେ।

ଦେଖନ୍ତୁ ସେମାନଙ୍କର କିଛି ପ୍ରଚାର ଫଟୋ: pranay  ccc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story