ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ

ସମ୍ୱଲପୁର: କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଶେଷକୃତ୍ୟ  ଆଜି ସମ୍ପନ୍ନ ହୋଇଛି। ସମ୍ୱଲପୁର ରାଜଘାଟରେ ଦିନ ସାଢେ଼ ୧୧ଟା ସମୟରେ ଶ୍ରୀବଲ୍ଳଭଙ୍କ ଅନ୍ତେଷ୍ଟି କରାଯାଇଥିଲା। ପିସିସି ସଭାପତି ପ୍ରସାହ ହରିଚନ୍ଦନ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ନେତା ଓ କର୍ମୀ ଶେଷକୃତ୍ୟରେ ସାମିଲ ହୋଇଥିଲେ । ତା’ସହ ଶେଷ ଦର୍ଶନ ଲାଗି ରାଜଘାଟରେ ମଧ୍ୟ ବହୁ ସମର୍ଥକଙ୍କ ଗହଳି ଲାଗିଥିଲା। ଶ୍ରୀବଲ୍ଳଭଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ତାଙ୍କ ସମ୍ୱଲପୁର ବାସଭବନରୁ ରାଜଘାଟ ପର୍ଯ୍ୟନ୍ତ ନିଆଯାଇଥିଲା। […]

shreeballav

shreeballav

Rakesh Mallick
  • Published: Saturday, 11 July 2015
  • Updated: 11 July 2015, 02:08 PM IST

Sports

Latest News

shreeballavସମ୍ୱଲପୁର: କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଶେଷକୃତ୍ୟ  ଆଜି ସମ୍ପନ୍ନ ହୋଇଛି। ସମ୍ୱଲପୁର ରାଜଘାଟରେ ଦିନ ସାଢେ଼ ୧୧ଟା ସମୟରେ ଶ୍ରୀବଲ୍ଳଭଙ୍କ ଅନ୍ତେଷ୍ଟି କରାଯାଇଥିଲା। ପିସିସି ସଭାପତି ପ୍ରସାହ ହରିଚନ୍ଦନ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ନେତା ଓ କର୍ମୀ ଶେଷକୃତ୍ୟରେ ସାମିଲ ହୋଇଥିଲେ । ତା’ସହ ଶେଷ ଦର୍ଶନ ଲାଗି ରାଜଘାଟରେ ମଧ୍ୟ ବହୁ ସମର୍ଥକଙ୍କ ଗହଳି ଲାଗିଥିଲା। ଶ୍ରୀବଲ୍ଳଭଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ତାଙ୍କ ସମ୍ୱଲପୁର ବାସଭବନରୁ ରାଜଘାଟ ପର୍ଯ୍ୟନ୍ତ ନିଆଯାଇଥିଲା। ଗୁରବାର ବେଙ୍ଗଲୁରୁର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷ ବୟସରେ ଶ୍ରୀବଲ୍ଲଭଙ୍କର ଦେହାନ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos