ବୁଡ଼ି ଯାଉଥିବା କଂଗ୍ରେସ ଡଙ୍ଗାକୁ ଉଦ୍ଧାର କରିପାରିବେ ତ ଜିତେନ୍ଦ୍ର ସିଂହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କଂଗ୍ରେସରେ ବଦଳିଛନ୍ତି ରାଜ୍ୟ ପ୍ରଭାରୀ। ଆସୁଛନ୍ତି ଯୁବ ପ୍ରଭାରୀ ଜିତେନ୍ଦ୍ର ସିଂହ। ସେ ବୁଡ଼ି ଯାଉଥିବା କଂଗ୍ରେସ ଡଙ୍ଗାକୁ ଉଦ୍ଧାର କରିବେ। ଏମିତି ଆକଳନ ଲଗାଇଛନ୍ତି କଂଗ୍ରେସ ଦଳ ମଙ୍ଗୁଆଳ ଓ ରାଜନୈତିକ ସମୀକ୍ଷକ। ହେଲେ ଏବେ ପ୍ରଶ୍ନ, ସତରେ କ’ଣ ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଧୁରିବ, ନା ହରିପ୍ରସାଦଙ୍କ ଭଳି ଇଏ ବି ଗୋଷ୍ଠୀ କନ୍ଦଳର ଅଡ଼ୁଆ ସୂତାରେ ଛନ୍ଦି ହୋଇ ଆକତାମାକତା ହେବେ। ବଦଳିଲେ କଂଗ୍ରେସର ଓଡିଶା ପ୍ରଭାରୀ […]

jitendra singh

jitendra singh

Rakesh Mallick
  • Published: Friday, 30 March 2018
  • Updated: 30 March 2018, 11:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କଂଗ୍ରେସରେ ବଦଳିଛନ୍ତି ରାଜ୍ୟ ପ୍ରଭାରୀ। ଆସୁଛନ୍ତି ଯୁବ ପ୍ରଭାରୀ ଜିତେନ୍ଦ୍ର ସିଂହ। ସେ ବୁଡ଼ି ଯାଉଥିବା କଂଗ୍ରେସ ଡଙ୍ଗାକୁ ଉଦ୍ଧାର କରିବେ। ଏମିତି ଆକଳନ ଲଗାଇଛନ୍ତି କଂଗ୍ରେସ ଦଳ ମଙ୍ଗୁଆଳ ଓ ରାଜନୈତିକ ସମୀକ୍ଷକ। ହେଲେ ଏବେ ପ୍ରଶ୍ନ, ସତରେ କ’ଣ ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଧୁରିବ, ନା ହରିପ୍ରସାଦଙ୍କ ଭଳି ଇଏ ବି ଗୋଷ୍ଠୀ କନ୍ଦଳର ଅଡ଼ୁଆ ସୂତାରେ ଛନ୍ଦି ହୋଇ ଆକତାମାକତା ହେବେ।

ବଦଳିଲେ କଂଗ୍ରେସର ଓଡିଶା ପ୍ରଭାରୀ ବିକେ ହରିପ୍ରସାଦ। ଆସିଲେ ଜିତେନ୍ଦ୍ର ସିଂହ। ଓଡିଶା ପ୍ରଭାରୀ ଭାବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଜିତେନ୍ଦ୍ର ସିଂହଙ୍କୁ ଓଡିଶା ଦାୟିତ୍ୱ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ଓ ବିଜେପୁର  ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ତଥା ବାରମ୍ବାର ରାଜ୍ୟ ନେତାଙ୍କ ଅଭିଯୋଗ ପରେ ଶେଷରେ ବି.କେ ହରିପ୍ରସାଦଙ୍କୁ  ପରିବର୍ତ୍ତନ କରାଗଲା ବୋଲି କୁହାଯାଉଛି। ସେପଟେ ଜିତେନ୍ଦ୍ର ସିଂହ ହେଉଛନ୍ତି ରାହୁଲଙ୍କ ଟିମ୍‌ରେ ଯୁବ ଚେହେରା। ଓଡ଼ିଶା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ପାଇଁ ବିଧାୟକ ଗୋଷ୍ଠୀ ଦାବି କରିବାପରେ ଜିତେନ୍ଦ୍ର ସିଂହ ଓ ତାଙ୍କ ଟିମ୍‌ ଓଡ଼ିଶା ଆସିଥିଲେ। ଆଉ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେଇଥିଲେ। ସେହି ଆଧାରରେ ତାଙ୍କୁ ଏହି ଦାୟିତ୍ୱ ମିଳିଥାଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ଦୂର କରିବା, ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜଭୁଦ କରିବା ଓ ଦଳ ଛାଡୁଥିବା ନେତାଙ୍କୁ ଦଳରେ ରଖିବା ଜିତେନ୍ଦ୍ରଙ୍କ ପାଇଁ ପ୍ରାଥମିକ ଭାବେ ବଡ଼  ଚ୍ୟାଲେଞ୍ଜ ହେବ। ସେପଟେ ହରିପ୍ରସାଦ ପରିବର୍ତ୍ତନ ପରେ ଏବେ  ପ୍ରସାଦଙ୍କ ଭାଗ୍ୟକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି।

କଂଗ୍ରେସର ନୂଆ ଫର୍ମୁଲା

ସେପଟେ କଂଗ୍ରେସ ଆପଣେଇଛି ନୂଆ ଫର୍ମୁଲା। ସାଧାରଣ ନିର୍ବାଚନ ପୂର୍ବରୁ କିଏ କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ସେନେଇ ଏବେଠୁ ପ୍ରାର୍ଥୀ ଚୟନ ଆରମ୍ଭ କରିଛି। ମାଲକାନଗିରି ଜିଲ୍ଲା କାଲିମେଳାରେ ଚାଲିଛି କର୍ମୀ ସମ୍ମିଳନୀ। ଆଉ ସର୍ବସମ୍ମତି କ୍ରମେ ମାଲା ମାଢୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା  କରାଯାଇଛି। ଏହା ପରେ ଚିତ୍ରକୋଣ୍ଡା ଓ ଅନ୍ୟାନ୍ୟ ନିର୍ବାଚନମଣ୍ଡଳୀରେ ଦଳ ଆଗୁଆ ପ୍ରାର୍ଥୀ ଘୋଷଣା କରିବ ବୋଲି କଂଗ୍ରେସ  ନେତା ପ୍ରଦୀପ ମାଝୀ କହିଛନ୍ତି। ତେବେ ଏହି ଫର୍ମୁଲା ପ୍ରଦୀପଙ୍କ ସଂସଦୀୟ କ୍ଷେତ୍ର ପାଇଁ ନା ସବୁ ନିର୍ବାଚନମଣ୍ଡଳୀରେ ଲାଗୁ ହେବ ତାହା ବଡ ପ୍ରଶ୍ନ ହୋଇ ଠିଆ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story