କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ ପ୍ରସଙ୍ଗରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା: ବିଧାୟକମାନେ ଚାହିଁଲେ ପଦ ଛାଡିବାକୁ ପ୍ରସ୍ତୁତ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ ଲାଗି ରହିଛି। ଦଳର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଦେଖା କରିବା ପରେ ଦଳରେ ସୃଷ୍ଟ କନ୍ଦଳ ଥମୁ ନାହିଁ। ୧୨ ଜଣ ଦଳୀୟ ବିଧାୟକ ତାରା ବାହିନୀପତିଙ୍କ ବିରୋଧରେ ଫରାଦ ହେବା ପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କହିବା ପରେ କଂଗ୍ରେସରେ ବିବାଦ ଦେଖାଦେଇଥିଲା । ଏ ସମ୍ପର୍କରେ କଂଗ୍ରେସର ଚିଫ ହୁଇପ୍ ତାରା ବାହିନୀପତି କହିଛନ୍ତି […]

tara

tara

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 12:06 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ ଲାଗି ରହିଛି। ଦଳର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଦେଖା କରିବା ପରେ ଦଳରେ ସୃଷ୍ଟ କନ୍ଦଳ ଥମୁ ନାହିଁ। ୧୨ ଜଣ ଦଳୀୟ ବିଧାୟକ ତାରା ବାହିନୀପତିଙ୍କ ବିରୋଧରେ ଫରାଦ ହେବା ପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କହିବା ପରେ କଂଗ୍ରେସରେ ବିବାଦ ଦେଖାଦେଇଥିଲା । ଏ ସମ୍ପର୍କରେ କଂଗ୍ରେସର ଚିଫ ହୁଇପ୍ ତାରା ବାହିନୀପତି କହିଛନ୍ତି ଯେ, ମୁଁ ସ୍ୱାଭିମାନୀ ଲୋକ, ଅସମ୍ମାନକୁ ବରଦାସ୍ତ କରେନି । ୩ଥର ବିଧାୟକ ହେଲିଣି, କେବେ ପଦପଦବୀ ପାଇଁ ଲଢେଇ କରିନି କି ଏବେ କରିବି ନାହିଁ । ଦଳର ବିଧାୟକମାନେ ଚାହିଁଲେ ମୁଁ ପଦ ଛାଡ଼ିବାକୁ ପ୍ରସ୍ତୁତ। ଆସନ୍ତା ୩୦ ତାରିଖ ବୈଠକରେ ଏହି ପ୍ରସଙ୍ଗ ଉଠିଲେ ପଦ ଛାଡ଼ି ଦେବି ବୋଲି ତାରା କହିଛନ୍ତି। ଯଦି ଦଳ ମୋ ପାଇଁ ଲଜ୍ଜିତ ହେଉଛି, ସଂଗଠନ ଦୁର୍ବଳ ହେଉଛି ଓ ଦଳର କ୍ଷତି ହେଉଛି ତେବେ ଜଣେ ଲଢୁଆ କର୍ମୀ ଭାବେ ପଦପଦବୀରେ ରହିବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ୧୨ଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ସେତେବେଳେ କଂଗ୍ରେସ ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଏହି ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ତାରା ବାହିନୀପତିଙ୍କ ବିରୋଧରେ ଫରାଦ ହୋଇଛନ୍ତି ।

ଏହାକୁ ନେଇ ସେତେବେଳେ ଦଳରେ ଝଡ ସୃଷ୍ଟି ହୋଇଥିଲା । କଂଗ୍ରେସରେ ଲାଗି ରିହଥିବା ଅନ୍ତଦ୍ୱନ୍ଦ ସମାଧାନ ପାଇଁ ଆସନ୍ତା ଗୁରୁବାର ବିଧାୟକ ଦଳ ବୈଠକ ବସିବ । ଏଥିରେ ପିସିସି ସଭାପତି ପ୍ରସାଦ ହାରଚନ୍ଦନ ମଧ୍ୟ ଯୋଗଦେବେ । ତେବେ ବୈଠକ ପୂର୍ବରୁ ହାଇକମାଣ୍ଡକୁ ଭେଟିଥିବା ବିଧାୟକଙ୍କ ମଧ୍ୟରୁ ୪ ଜଣ ଗତକାଲି ବିରୋଧୀ ଦଳ ନେତାଙ୍କୁ ଭେଟି ଅନୌପଚାରିକ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story