ଉତ୍କଳ ଦିବସ କାର୍ଯ୍ୟକ୍ରମ କେବଳ ଭୋଟ୍‌ ପାଇଁ: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଦିବସ। ଏହି ଅବସରରେ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ କହିଛନ୍ତି,“ ବିଜେଡିର ଉତ୍କଳ ଦିବସ କାର୍ଯ୍ୟକ୍ରମ କେବଳ ଭୋଟ୍‌ ପାଇବା ପାଇଁ। ଯେମିତି ପୂଜା ଦିନ ଦିଅଁ ମନେ ପଡ଼ିବା ଭଳି।”

ସେହିପରି କେନ୍ଦ୍ର ସରକାରଙ୍କ କୋଣାର୍କ କାର୍ଯ୍ୟକ୍ରମକୁ ତାଚ୍ଛଲ୍ୟ କରିଛନ୍ତି ପ୍ରସାଦ। ସେ କହିଛନ୍ତି,“ UPA ସରକାର ବେଳେ କୋଣାର୍କ ପାଇଁ ଅନୁଦାନ ଘୋଷଣା ହୋଇଥିଲା। ଏବେ ବାଃ ବାଃ ନେବାକୁ ଚେଷ୍ଟା କରୁଛି ବିଜେପି।”

Previous ArticleNext Article

Send this to a friend