ଉତ୍କଳ ଦିବସ କାର୍ଯ୍ୟକ୍ରମ କେବଳ ଭୋଟ୍‌ ପାଇଁ: ପ୍ରସାଦ ହରିଚନ୍ଦନ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଦିବସ। ଏହି ଅବସରରେ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ କହିଛନ୍ତି,&ldquo; ବିଜେଡିର ଉତ୍କଳ ଦିବସ କାର୍ଯ୍ୟକ୍ରମ କେବଳ ଭୋଟ୍&zwnj; ପାଇବା ପାଇଁ। ଯେମିତି ପୂଜା ଦିନ ଦିଅଁ ମନେ ପଡ଼ିବା ଭଳି।&rdquo;</p> <p>ସେହିପରି କେନ୍ଦ୍ର ସରକାରଙ୍କ କୋଣାର୍କ କାର୍ଯ୍ୟକ୍ରମକୁ ତାଚ୍ଛଲ୍ୟ କରିଛନ୍ତି ପ୍ରସାଦ। ସେ କହିଛନ୍ତି,&ldquo; UPA ସରକାର ବେଳେ କୋଣାର୍କ ପାଇଁ ଅନୁଦାନ ଘୋଷଣା ହୋଇଥିଲା। ଏବେ ବାଃ ବାଃ ନେବାକୁ ଚେଷ୍ଟା କରୁଛି ବିଜେପି।&rdquo;</p>

Ordigital Desk
  • Published: Sunday, 01 April 2018
  • Updated: 01 April 2018, 02:28 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଦିବସ। ଏହି ଅବସରରେ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ କହିଛନ୍ତି,&ldquo; ବିଜେଡିର ଉତ୍କଳ ଦିବସ କାର୍ଯ୍ୟକ୍ରମ କେବଳ ଭୋଟ୍&zwnj; ପାଇବା ପାଇଁ। ଯେମିତି ପୂଜା ଦିନ ଦିଅଁ ମନେ ପଡ଼ିବା ଭଳି।&rdquo;</p><p>ସେହିପରି କେନ୍ଦ୍ର ସରକାରଙ୍କ କୋଣାର୍କ କାର୍ଯ୍ୟକ୍ରମକୁ ତାଚ୍ଛଲ୍ୟ କରିଛନ୍ତି ପ୍ରସାଦ। ସେ କହିଛନ୍ତି,&ldquo; UPA ସରକାର ବେଳେ କୋଣାର୍କ ପାଇଁ ଅନୁଦାନ ଘୋଷଣା ହୋଇଥିଲା। ଏବେ ବାଃ ବାଃ ନେବାକୁ ଚେଷ୍ଟା କରୁଛି ବିଜେପି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos