କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଖବର ମନଗଢା ଓ ବିଭ୍ରାନ୍ତିକର: ପିସିସି ସଭାପତି

ଭୁବନେଶ୍ୱର: କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବାକୁ ନେଇ ରାଜ୍ୟ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦର ଅନ୍ତ କରିବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରୟାସ କରିଛନ୍ତି । ଆଜି କଂଗ୍ରେସ ଭବନରେ ଦିଲ୍ଲୀ ଯାଇଥିବା ୧୨ ଜଣ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ପରେ ବିଧାୟକଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ବାସଭବନରେ ମଧ୍ୟ ଆଲୋଚନା କରିଥିଲେ । ପ୍ରସାଦ ଏହାପରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ […]

con2

con2

Rakesh Mallick
  • Published: Thursday, 30 July 2015
  • Updated: 31 July 2015, 05:10 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବାକୁ ନେଇ ରାଜ୍ୟ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦର ଅନ୍ତ କରିବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରୟାସ କରିଛନ୍ତି । ଆଜି କଂଗ୍ରେସ ଭବନରେ ଦିଲ୍ଲୀ ଯାଇଥିବା ୧୨ ଜଣ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ପରେ ବିଧାୟକଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ବାସଭବନରେ ମଧ୍ୟ ଆଲୋଚନା କରିଥିଲେ । ପ୍ରସାଦ ଏହାପରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୧୨ ଜଣ ଦଳୀୟ ବିଧାୟକ ଦିଲ୍ଲୀ ଗସ୍ତ କରି ଦଳୀୟ ହାଇକମାଣ୍ଡଙ୍କୁ ଦେଖାକରିବା ସୌଜନ୍ୟମୂଳକ ଥିଲା । ଦଳୀୟ ବିଧାୟକଙ୍କ ଦିଲ୍ଲୀ ଗସ୍ତ ନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ମନଗଢା ଓ ବିଭ୍ରାନ୍ତିକର ବୋଲି ସେ କହିଛନ୍ତି । ପ୍ରସାଦ କହିଥିଲେ ୧୨ଜଣ ଦଳୀୟ ବିଧାୟକ ଦିଲ୍ଲୀ ଗସ୍ତ କାଳରେ ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରିଥିଲେ । ଏହା ବ୍ୟତୀତ ବିଧାୟକମାନେ କିଛି ସାଙ୍ଗଠନିକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହି ପ୍ରସ୍ତାବ ସମ୍ପର୍କରେ ମୋ ସହିତ ଆଲୋଚନା କରିବା ପାଇଁ ହାଇକମାଣ୍ଡ କହିଥିବାରୁ ମୁଁ ଆଜି ବିଧାୟକମାନଙ୍କ ସହ ଆଲୋଚନା କରିଥିଲି ।con1

ପୂର୍ବରୁ ନିର୍ଦ୍ଧାରିତ ସମୟରେ ଆଜି ୧୨ ଜଣ କଂଗ୍ରେସ ବିଧାୟକଙ୍କ ସହ ପ୍ରସାଦ କଂଗ୍ରେସ ଭବନରେ ଆଲୋଚନା କରିଥିଲେ । ମାତ୍ର କିଛି ମିନିଟର ବୈଠକ ପରେ ପ୍ରସାଦ ଓ ଦଳୀୟ ବିଧାୟକମାନେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନକୁ ଯାଇଥିଲେ । ସେଠାରେ ପ୍ରାୟ ଏକ ଘଣ୍ଟା କାଳ ଆଲୋଚନା ହୋଇଥିଲେ ହେଁ ବୈଠକ ପରେ କୌଣସି ନେତା ଗଣମାଧ୍ୟମକୁ କିଛି ସୂଚନା ଦେଇ ନ ଥିଲେ । ଅପରାହ୍ନରେ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ୧୨ ଜଣ ଦଳୀୟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ କରିବାକୁ ସୌଜନ୍ୟମୂଳକ ଏବଂ ରାହୁଲଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ ଲାଗି ଥିଲା ବୋଲି ଦର୍ଶାଇ ଥିଲେ । ସୂଚନାଯୋଗ୍ୟ, ୧୨ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ଆଗରେ ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ଫେରାଦ ହେବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଗଣମାଧ୍ୟମକୁ କହିଥିଲେ । ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବକ୍ତବ୍ୟ ପରେ ଗଣମାଧ୍ୟମରେ ରାଜ୍ୟ କଂଗ୍ରେସରେ ଥିବା ଅନ୍ଦର୍ଦ୍ୱନ୍ଦ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story