କାମ କରିବାକୁ ଆସିଥିଲେ, ବିଦ୍ୟୁତ ଆଘାତରେ ମରିଗଲେ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଳ ଡବା କାରଖାନା ପରିସରରେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଶ୍ରମିକ ହେଉଛନ୍ତି ଚିତ୍ତରଂଜନ ପ୍ରଧାନ।<br /> ସେ ସବୁଦିନ ଭଳି ଆଜି କାରଖାନାକୁ ଯାଇ ସୁଇଚ୍ ଅନ୍ କରିଥିଲେ। ସୁଇଚ୍ ଅନ୍ କରିବା ବେଳେ ତାଙ୍କୁ କରେଣ୍ଟ ମାରିଥିଲା।</p>

Ordigital Desk
  • Published: Saturday, 31 March 2018
  • Updated: 31 March 2018, 12:01 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଳ ଡବା କାରଖାନା ପରିସରରେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଶ୍ରମିକ ହେଉଛନ୍ତି ଚିତ୍ତରଂଜନ ପ୍ରଧାନ।<br />ସେ ସବୁଦିନ ଭଳି ଆଜି କାରଖାନାକୁ ଯାଇ ସୁଇଚ୍ ଅନ୍ କରିଥିଲେ। ସୁଇଚ୍ ଅନ୍ କରିବା ବେଳେ ତାଙ୍କୁ କରେଣ୍ଟ ମାରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos