କାମ କରିବାକୁ ଆସିଥିଲେ, ବିଦ୍ୟୁତ ଆଘାତରେ ମରିଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଳ ଡବା କାରଖାନା ପରିସରରେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଶ୍ରମିକ ହେଉଛନ୍ତି ଚିତ୍ତରଂଜନ ପ୍ରଧାନ।
ସେ ସବୁଦିନ ଭଳି ଆଜି କାରଖାନାକୁ ଯାଇ ସୁଇଚ୍ ଅନ୍ କରିଥିଲେ। ସୁଇଚ୍ ଅନ୍ କରିବା ବେଳେ ତାଙ୍କୁ କରେଣ୍ଟ ମାରିଥିଲା।

Previous ArticleNext Article

Send this to a friend