ପୂର୍ବ ଶତ୍ରୁତାରୁ ଆକ୍ରମଣ, ୫ ଆହତ

balasore

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ କେନ୍ଦୁବାଡିଆ ଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ  ଘଟିଛି। ଦୁଇ ପରିବାର ମଧ୍ୟରେ ହଣାକଟା ହୋଇ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲିଆପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Previous ArticleNext Article

Leave a Reply

Send this to a friend