ଇନ୍ଦ୍ରାବତୀ ଟନେଲରେ ଫାଟ: ବିଦ୍ୟୁତ୍‌ ଉତ୍ପାଦନ କମିବା ଆଶଙ୍କା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ବହୁମୂଖୀ ପ୍ରକଳ୍ପର ଟନେଲରେ ଫାଟ ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ଡ୍ୟାମରୁ ୪ଟି ଟନେଲ ଯୋଗେ ପାୱାର ହାଉସ୍‌କୁ ପାଣି ଆସିଥାଏ। ହେଲେ ଦୁଇ ଦିନ ହେବ ଏଠାରେ ଥିବା  ୨ ନମ୍ୱର ଟନେଲରେ ଫାଟ ହୋଇଥିବା ଦେଖିବାକୁ ମିଳିଛି।

ଗୋଟିଏ ଟନେଲ୍‌ରେ  ୧୫୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାଏ। ଏପରି ୪ଟି ଟରବାଇନରେ ପ୍ରତିଦିନ ୬୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ରହିଛି। ବର୍ତ୍ତମାନ ଟନେଲରେ ଫାଟ ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ହେବାର ବାଧାପ୍ରାପ୍ତ ସମ୍ଭାବନା ରହିଛି।

Previous ArticleNext Article

Send this to a friend