ପାର୍ସଲ ବୋମା ବିସ୍ଫୋରଣକୁ ଦେଢ଼ ମାସ ପୂରିଲା, କ୍ରାଇମବ୍ରାଞ୍ଚ ହାତ ଖାଲି

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜକୁ ଦେଢ଼ ମାସ ତଳେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ହେଲେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ଅଭିଯୁକଙ୍କ ଚେହେରା। ଦୀର୍ଘ ୧୫ ଦିନ ଧରି କ୍ରାଇମବ୍ରାଞ୍ଚ ଟିମ ପାଟଣାଗଡ଼ରେ ଡେରା ପକାଇ ଫେରିଛି। ତଦନ୍ତରୁ କ’ଣ ମିଳିଲା? କାହାକୁ ସନ୍ଦେହ କଲା ? କେଉଁଠି ତିଆରି ହୋଇଥିଲା ପାର୍ସଲ ବମା? କିଏ ଥିଲା ମାଷ୍ଟର ମାଇଣ୍ଡ? ଏମିତି କିଛି ପ୍ରଶ୍ନକୁ ନେଇ ଛାନଭିନ କରିଥିଲା କ୍ରାଇମବ୍ରାଞ୍ଚ। ମାତ୍ର କିଛି ସଫଳତା ମିଳିନଥିବା […]

patnagardh parsal blest1

patnagardh parsal blest1

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 04:30 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜକୁ ଦେଢ଼ ମାସ ତଳେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ହେଲେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ଅଭିଯୁକଙ୍କ ଚେହେରା। ଦୀର୍ଘ ୧୫ ଦିନ ଧରି କ୍ରାଇମବ୍ରାଞ୍ଚ ଟିମ ପାଟଣାଗଡ଼ରେ ଡେରା ପକାଇ ଫେରିଛି। ତଦନ୍ତରୁ କ’ଣ ମିଳିଲା? କାହାକୁ ସନ୍ଦେହ କଲା ? କେଉଁଠି ତିଆରି ହୋଇଥିଲା ପାର୍ସଲ ବମା? କିଏ ଥିଲା ମାଷ୍ଟର ମାଇଣ୍ଡ? ଏମିତି କିଛି ପ୍ରଶ୍ନକୁ ନେଇ ଛାନଭିନ କରିଥିଲା କ୍ରାଇମବ୍ରାଞ୍ଚ। ମାତ୍ର କିଛି ସଫଳତା ମିଳିନଥିବା ଜଣାପଡ଼ିଛି।

ଫେବୃଆରୀ ୨୩ ତାରିଖ  ପାଟଣାଗଡ ଭୋଳାନାଥ ପଡ଼ାର ରବୀନ୍ଦ୍ର ସାହୁଙ୍କ ଘରେ ଘଟିଗଲା ପାର୍ସଲ ବୋମା ବିସ୍ଫୋରଣ। ରାୟପୁରରୁ ଆସିଥିବା ଉପହାର ଖୋଲିଲା ବେଳେ ବିସ୍ଫୋରଣ ଘଟିଥିଲା। ଆଖି ବୁଜିଥିଲେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ। ଏବେ ବୋହୂ ରୀମରାଣି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ରୀମାଙ୍କ ଅନୁରୋଧକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଥିଲେ।

ଗତ ମାର୍ଚ୍ଚ ୨୪ ତାରିଖ ବଲାଙ୍ଗିରରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚର ଚାରିଜଣିଆ ଟିମ। ଚାରିଜଣିଆ ଏସ୍.ଆଇ.ଟିର ନେତୃତ୍ୱ ନେଉଥିଲେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଅନିଲ କୁମାର ଦାସ। ସାଙ୍ଗରେ ଥିଲେ ଜଣେ ସାଇବର ଏକ୍ସପର୍ଟ। କ୍ରାଇମବ୍ରାଞ୍ଚ ପ୍ରଥମେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ରୀମାରାଣି ସାହୁଙ୍କ ପାଖରେ ପହଞ୍ଚି ପଚରା ଉଚରା କରିଥିଲା। ତା’ପରେ ବଲାଙ୍ଗିର ଏସ୍‌ପିଙ୍କ ସହିତ ଦୁଇଘଣ୍ଟାର ରୁଦ୍ଧଦ୍ୱାରା ବୈଠକ ପରେ, ପାଟଣାଗଡ଼ ଯାଇଥିଲେ ଏସ୍‌ଆଇଟି।

ଗତ ୨୫ ତାରିଖ ସକାଳେ ଏସ୍‌ଆଇଟି କୋରିୟର ଦେଇଥିବା ସର୍ଭିସ ବଏ ଓ ସ୍କାଏକିଙ୍ଗ କୋରିୟର ମାଳିକଙ୍କୁ ପଚରାଉଚରା କରିଥିଲେ।  ପରେ ମୃତ ସୌମ୍ୟଶେଖରର ବାପା ଓ ମାଆଙ୍କୁ ଡାକି ଦୀର୍ଘ ସମୟ ଧରି ପଚରା ଉଚୁରା କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ। ଆଉ ଠିକ ଦୁଇଦିନ ପରେ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ରାୟପୁର ଯାଇଥିଲା। ମାତ୍ର ଖାଲି ହାତରେ ଫେରିଥିଲା। ପାଟଣାଗଡ଼ରେ ୧୫ ଦିନ ଧରି ଛାନଭିନ କଲା ପରେ ଫେରିଲା କ୍ରାଇମବ୍ରାଞ୍ଚର ଏସ୍‌ଆଇଟି। କିନ୍ତୁ ଏବେ ବି ସାମ୍ନାକୁ ଆସିପାରିନି ପାର୍ସଲ ବୋମାର ଭିତିରି କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story