ଲୋକକଳା ଉତ୍ସବର ପ୍ରଥମ ସନ୍ଧ୍ୟା: ମନମୋହିଲା ଘୁଡୁକା                                                                                 

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିରର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ‘ଷଷ୍ଠ ଲୋକ କଳା ଉତ୍ସବ’। ଉତ୍ସବର ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଛି ସ୍ଥାନୀୟ କଳାକାରଙ୍କ ଘୁଡୁକା ବାଦ୍ୟ। ଏହା ସହିତ ବିଭିନ୍ନ ରାଜ୍ୟର କଳାକାର ନିଜ ନିଜ ଲୋକନୃତ୍ୟ ମଧ୍ୟ ପରିବେଷଣ କରିଛନ୍ତି।  ବିଲମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ‘ଘୁବୁକୁଡୁ ଚାଙ୍ଗ ଚାଙ୍ଗ ପଏସା ତାକେ […]

Lok Kala Utsav 2

Lok Kala Utsav 2

Rakesh Mallick
  • Published: Monday, 16 April 2018
  • Updated: 16 April 2018, 03:19 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିରର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ‘ଷଷ୍ଠ ଲୋକ କଳା ଉତ୍ସବ’। ଉତ୍ସବର ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଛି ସ୍ଥାନୀୟ କଳାକାରଙ୍କ ଘୁଡୁକା ବାଦ୍ୟ। ଏହା ସହିତ ବିଭିନ୍ନ ରାଜ୍ୟର କଳାକାର ନିଜ ନିଜ ଲୋକନୃତ୍ୟ ମଧ୍ୟ ପରିବେଷଣ କରିଛନ୍ତି।  ବିଲମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।

‘ଘୁବୁକୁଡୁ ଚାଙ୍ଗ ଚାଙ୍ଗ ପଏସା ତାକେ ପତରେ ଭାଙ୍ଗ’ ଏହିଭଳି କିଛି ଗୀତ ଓ ବାଦ୍ୟର ସୁରେ ସୁରେ ନୃତ୍ୟ କରିଥିଲେ କଳାକର। ନିଜକୁ ଶବର ଶବରୁଣୀ ବେଶରେ ସଜେଇଥିଲେ, ଦେଖିଲେ ଲାଗୁଥିଲା କେଉଁ ଏକ ଜଙ୍ଗଲରୁ ଆସିଛନ୍ତି ଏମାନେ। ଯେମିତି ବାଦ୍ୟକୁ ସେମିତି ନୃତ୍ୟ।

ଲୋପ ପାଇବାକୁ ଲାଗୁଥିବା ଶବର ସଂସ୍କୃତିର ଘୁବୁକୁଡୁ ବାଦ୍ୟକୁ ପରିବେଷଣ କରିଥିଲେ ତୁଷୁରା କୃଷ୍ଣପ୍ରୀୟା କଳା ପରିଷଦର କଳା କାରମାନେ ଏହାପରେ ବଲାଙ୍ଗିର ରାଧାରାଣୀ ସାଂସ୍କୃତିକ ପରିଷଦ ପକ୍ଷରୁ ଆଧୁନିକ ସମ୍ବଲପୁରୀ ନୃତ୍ୟ, ମିଜୋରାମ, ମଣିପୁର, ତ୍ରିପୁରା ଓ ଝାଡ଼ଖଣ୍ଡ କଳାକାରଙ୍କ ଲୋକ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା।

ଲୋକକଳା ଉତ୍ସବର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଲୋକଗୀତରୁ। କଣ୍ଠଶିଳ୍ପୀମାନେ ଲୋକ ଗୀତ ପରିବେଷଣ କରିଥିଲେ।  ସୋନପୁରର କୁନି କଣ୍ଠଶିଳ୍ପୀ ମୁସ୍କାନ ମଲ୍ଲିକଙ୍କ ଲୋକଗୀତ ବେଶ ଆକର୍ଷଣୀୟ ହୋଇଥିଲା। ଉଦ୍‌ଘାଟନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବେ ବି.ଡି.ସି.ସି.ବି ସଭାପତି ଲକ୍ଷ୍ମଣ ମେହେର ଯୋଗଦେଇଥିଲେ।  ତିନିଦିନ ଧରି ହେବାକୁ ଥିବା ଏହି ଉତ୍ସବ ଦ୍ୱାରା ଲୁକ୍କାୟିତ କଳା ସଂସ୍କୃତିର ପୁର୍ନରୁଦ୍ଧାର ହୋଇପାରିବ ବୋଲି ଆୟୋଜକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story