ଡକାୟତି ଯୋଜନା ପଣ୍ଡ: ୭ ଡକାୟତଙ୍କୁ ଗିରଫ କଲା ପୋଲିସ

<p>କଟକ (ଓଡ଼ିଶା ରିପୋର୍ଟର): ଡକାୟତି ଯୋଜନା ବେଳେ ୭ ଡ଼କାୟତଙ୍କୁ ଗିରଫ କରିଛି କମିଶନରେଟ୍&zwnj; ପୋଲିସ। ଗତକାଲି ରାତିରେ କଟକ ଜିଲ୍ଲା ଶକ୍ତିନଗର ନିକଟରେ ଡ଼କାୟତି ଯୋଜନା କରୁଥିବା ବେଳେ ବାଦାମବାଡ଼ି ପୋଲିସ ଚଢାଉ କରି ୭ ଜଣ ଗିରଫ କରିଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଡ଼କାୟତଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ଦୁଇଟି ବାଇକ ଓ ଗୋଟିଏ ଅଟୋ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ଅଭିଯୋଗ ରହିଛି। ତେବେ ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଛି। ପୋଲସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।</p>

Ordigital Desk
  • Published: Saturday, 02 September 2017
  • Updated: 02 September 2017, 10:22 PM IST

Sports

Latest News

<p>କଟକ (ଓଡ଼ିଶା ରିପୋର୍ଟର): ଡକାୟତି ଯୋଜନା ବେଳେ ୭ ଡ଼କାୟତଙ୍କୁ ଗିରଫ କରିଛି କମିଶନରେଟ୍&zwnj; ପୋଲିସ। ଗତକାଲି ରାତିରେ କଟକ ଜିଲ୍ଲା ଶକ୍ତିନଗର ନିକଟରେ ଡ଼କାୟତି ଯୋଜନା କରୁଥିବା ବେଳେ ବାଦାମବାଡ଼ି ପୋଲିସ ଚଢାଉ କରି ୭ ଜଣ ଗିରଫ କରିଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଡ଼କାୟତଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ଦୁଇଟି ବାଇକ ଓ ଗୋଟିଏ ଅଟୋ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ଅଭିଯୋଗ ରହିଛି। ତେବେ ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଛି। ପୋଲସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos