ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

<p>କଟକ (ଓଡ଼ିଶା ରିପୋର୍ଟର): କଟକରେ ଏନ୍&zwnj;କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍&zwnj; ରାହୁଲ ଆହତ ହୋଇଛି। ଏନ୍&zwnj;କାଉଣ୍ଟରରେ ରାହୁଲଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ମେଡିକାଲ୍&zwnj;ରେ ଭର୍ତ୍ତି କରାଯାଇଛି। ରାହୁଲ୍ ନାଁରେ କଟକର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। କିଛିଦିନ ତଳେ କଟକରେ ଏକ ବୋମାମାଡ଼ ଘଟଣାରେ ରାହୁଲ୍ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।</p> <p>ରାହୁଲ୍ ଚହଟା ଅଞ୍ଚଳରେ ଥିବା ଜାଣିପାରି କମିଶନରେଟ୍&zwnj; ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ରାହୁଲ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏପରିକି ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଗୁଳି ଚଳାଇଥିଲା। ଫଳରେ ରାହୁଲ ଡାହାଣ ଗୋଡ଼ରେ ଗୁଳି ବଜିଥିଲା। ପୋଲିସ ରାହୁଲଠାରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି।</p>

Ordigital Desk
  • Published: Tuesday, 05 September 2017
  • Updated: 05 September 2017, 11:08 PM IST

Sports

Latest News

<p>କଟକ (ଓଡ଼ିଶା ରିପୋର୍ଟର): କଟକରେ ଏନ୍&zwnj;କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍&zwnj; ରାହୁଲ ଆହତ ହୋଇଛି। ଏନ୍&zwnj;କାଉଣ୍ଟରରେ ରାହୁଲଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ମେଡିକାଲ୍&zwnj;ରେ ଭର୍ତ୍ତି କରାଯାଇଛି। ରାହୁଲ୍ ନାଁରେ କଟକର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। କିଛିଦିନ ତଳେ କଟକରେ ଏକ ବୋମାମାଡ଼ ଘଟଣାରେ ରାହୁଲ୍ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।</p><p>ରାହୁଲ୍ ଚହଟା ଅଞ୍ଚଳରେ ଥିବା ଜାଣିପାରି କମିଶନରେଟ୍&zwnj; ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ରାହୁଲ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏପରିକି ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଗୁଳି ଚଳାଇଥିଲା। ଫଳରେ ରାହୁଲ ଡାହାଣ ଗୋଡ଼ରେ ଗୁଳି ବଜିଥିଲା। ପୋଲିସ ରାହୁଲଠାରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos