କଟକ:  ପୋପେରା ଆଶ୍ରମ ସ୍କୁଲରୁ ଲୁଚି ପଳାଇ ଆସିଥିବା ୩ ଛାତ୍ର ଉଦ୍ଧାର

କଟକ: କଟକ ତିଗିରିଆ ଥାନା ନୂଆସଡ଼କ ସ୍ଥିତ ପୋପେରା ଆଶ୍ରମ ସ୍କୁଲରୁ ଖସି ପଳାଉଥିବାବେଳେ ୩ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ସ୍କୁଲଠାରୁ ପ୍ରାୟ ୧୫କିଲୋମିଟର ଦୂର ଖୁଣ୍ଟୁଣୀ ଅଞ୍ଚଳରୁ ଗାଁ ଲୋକେ ଏହି ଛାତ୍ରମାନଙ୍କୁ ଦେଖି ଅଟକ ରଖିବା ସହ ପୋଲିସକୁ ଡାକି ଜିମା ଦେଇଥିଲେ। ଆଠଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଛାତ୍ରମାନଙ୍କୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ଏହି ଛାତ୍ରମାନେ ସ୍କୁଲ ପାଚେରି ଡେଇଁ ଚାଲି ଆସିଥିଲେ। ଉଦ୍ଧାର ପିଲାମାନେ ଅଭିଯୋଗ କରିଛନ୍ତି […]

cuttack

cuttack

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 09:13 AM IST

Sports

Latest News

କଟକ: କଟକ ତିଗିରିଆ ଥାନା ନୂଆସଡ଼କ ସ୍ଥିତ ପୋପେରା ଆଶ୍ରମ ସ୍କୁଲରୁ ଖସି ପଳାଉଥିବାବେଳେ ୩ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ସ୍କୁଲଠାରୁ ପ୍ରାୟ ୧୫କିଲୋମିଟର ଦୂର ଖୁଣ୍ଟୁଣୀ ଅଞ୍ଚଳରୁ ଗାଁ ଲୋକେ ଏହି ଛାତ୍ରମାନଙ୍କୁ ଦେଖି ଅଟକ ରଖିବା ସହ ପୋଲିସକୁ ଡାକି ଜିମା ଦେଇଥିଲେ। ଆଠଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଛାତ୍ରମାନଙ୍କୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ଏହି ଛାତ୍ରମାନେ ସ୍କୁଲ ପାଚେରି ଡେଇଁ ଚାଲି ଆସିଥିଲେ। ଉଦ୍ଧାର ପିଲାମାନେ ଅଭିଯୋଗ କରିଛନ୍ତି ସ୍କୁଲରେ ଶିକ୍ଷକ ମଦ ପିଇ ସେମାନଙ୍କୁ ମାଡ଼ ମାରିବା ସହ ଠିକରେ ଖାଇବାକୁ ଦେଉ ନ ଥିବାରୁ ସେମାନେ ଲୁଚି ପଳାଇଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos