ଲୁଟେରା ମାଆ ପୁଅ ଗିରଫ

କଟକ (ଓଡ଼ିଶା ରିପୋର୍ଟର): ଚାକରାଣୀ ଭାବେ କାମ କରୁଥିବା ମା’ ଓ ତାଙ୍କ ପୁଅ ମିଶି ଏସ୍‌ସିବି ଡାକ୍ତରଙ୍କ ଘରୁ ଲୁଟିଥିଲେ। ଏହି ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। ପୋଲିସ ଚୋରି ହୋଇଥିବା ଟଙ୍କା ଓ ସୁନା ଅଳଙ୍କା ଜବତ କରିବା ସହିତ ଅଭିଯୁକ୍ତ ମା’ ଏବଂ ପୁଅକୁ ଗିରଫ କରିଛି।ଅଭିଯୋଗରୁ ପ୍ରକାଶ, ଗତ ତିନି ମାସ ତଳେ ଏସ୍‌ସିବି ସର୍ଜରୀ ବିଭାଗ ଆସୋସିଏଟ୍‌ ପ୍ରଫେସର ବିଭୂତି ନାୟକଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ ଜଣେ […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 10:59 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଚାକରାଣୀ ଭାବେ କାମ କରୁଥିବା ମା’ ଓ ତାଙ୍କ ପୁଅ ମିଶି ଏସ୍‌ସିବି ଡାକ୍ତରଙ୍କ ଘରୁ ଲୁଟିଥିଲେ। ଏହି ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। ପୋଲିସ ଚୋରି ହୋଇଥିବା ଟଙ୍କା ଓ ସୁନା ଅଳଙ୍କା ଜବତ କରିବା ସହିତ ଅଭିଯୁକ୍ତ ମା’ ଏବଂ ପୁଅକୁ ଗିରଫ କରିଛି।ଅଭିଯୋଗରୁ ପ୍ରକାଶ, ଗତ ତିନି ମାସ ତଳେ ଏସ୍‌ସିବି ସର୍ଜରୀ ବିଭାଗ ଆସୋସିଏଟ୍‌ ପ୍ରଫେସର ବିଭୂତି ନାୟକଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ ଜଣେ ମହିଳା। କିଛି ଦିନ ରହିବା ଭିତରେ ଚାକରାଣୀ ଜଣକ ଡାକ୍ତରଙ୍କ ଆଲ୍‌ମିରା ନକଲି ଚାବି କରିନେଇଥିଲେ। ଡାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଆଲ୍‌ମିରା ଖୋଲି ଟଙ୍କା ଲୁଟ୍‌ କରୁଥିଲା। ଲୁଟ୍‌ ଟଙ୍କାକୁ ନିଜ ପୁଅକୁ ଦେଇଥାଏ। ତେବେ ଗତ ୨୭ ତାରିଖରେ ଡାକ୍ତର ନାୟକ ତାଙ୍କ ଝିଅର ମେଡ଼ିକାଲ ଆଡମିଶନ ପାଇଁ ୨୦ ଲକ୍ଷ ଟଙ୍କା ଆଲ୍‌ମିରାରେ ରଖିଥିଲେ। ତା’ପର ଦିନ ଆଲମିରାରେ ଟଙ୍କା ନଥିବା ଦେଖି ଚାକରାଣୀଙ୍କ ଉପରେ ସନ୍ଦେହ ହୋଇଥିଲା। ଗତ ୨୯ ତାରିଖରେ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ମା ଓ ପୁଅଙ୍କୁ ଗିରଫ କରିବା ସହିତ ନଗଦ ୩୧,୯୭,୮୫୦ ଟଙ୍କା, ୧ଟି ଚେନ, ୧ଟି ବ୍ରେସଲେଟ୍‌, ପଲା, ଇଲୋକଟ୍ରୋନିକ ଲକର ସମେତ ୩ଟି ମୋବାଇଲ ଫୋନ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story