କଟକ ସହରକୁ ସ୍ମାଟସିଟି ତାଲିକାଭୁକ୍ତ କରିବାକୁ ଦାବି

cuttack

କଟକ: କଟକ ସହରକୁ ସ୍ମାଟସିଟି ତାଲିକାରେ ଅର୍ନ୍ତଭୁକ୍ତ  ନ ହେବା ନେଇ  ଅସନ୍ତୋଷ  ବୃଦ୍ଧି ପାଉଛି।  ହଜାରେ ବର୍ଷର ଐତିହ୍ୟ ବହନ କରୁଥିବା ପୁରୁଣା ରାଜଧାନୀ କଟକ ସହରକୁ ସ୍ମାଟସିଟି ତାଲିକାରୁ ବାଦ ଦେବା ନିଶ୍ଚିନ୍ତ ଦୁର୍ଭାଗ୍ୟ ଜନକ ବୋଲି କଟକ ବଞ୍ଚାଅ କମିଟି କହିଛି। ସ୍ମାଟସିଟି ତାଲିକାରେ ଅର୍ନ୍ତଭୁକ୍ତ  ହେବାପାଇଁ କେନ୍ଦ୍ର ସରକାରଙ୍କ ୧୩ ସର୍ତାବଳୀରେ କଟକ ରହୁନାହିଁ । କେନ୍ଦ୍ରସରକାର ଏହି ନିୟମରେ ପରିବର୍ତ୍ତନ କରି କଟକ ସହରକୁ ସ୍ମାଟସିଟି ଯୋଜନାରେ ସାମିଲ କରାଯାଉ ବୋଲି କଟକ ବଞ୍ଚାଅ କମିଟିର ଆବାହକ ସୁବାଷ ସିଂ, କଟକ ବଞ୍ଚାଅ କମିଟି ସଭାପତି ଅନ୍ନଦା ରାୟ ଏକ ସାମ୍ୱାଦିକ ସମ୍ମିଳନୀରେ ଜରିଆରେ ଦାବି କରିଛନ୍ତି।

Previous ArticleNext Article

Send this to a friend