ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଲାଇନ ନେଇ ୨ ରୋଗୀ ଗୁରୁତର

କଟକ: କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଲାଇନ ନେଇ ୨ରୋଗୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ୨ଜଣ ହେଲେ ଲୁଣାହାର ଗାଁରେ ଅଞ୍ଜୁମ୍ ଆହାରା ବିବି ଓ ସାହିଲ ଶେଖର ନାୟକ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦୁହିଁଙ୍କୁ ପେଟକାମୁଡା ଓ ଝାଡାବାନ୍ତି ପାଇଁ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏକ ନିର୍ଦ୍ଦିଷ୍ଟ ସାଲାଇନ୍ ଦିଆଯିବା ପରେ ସେମାନଙ୍କ ଦେହ ଥରିବା ସହ ଜୋରରେ ଜ୍ୱର ଆସିଥିଲା। ସାଲାଇନ୍ ଯୋଗୁଁ […]

rogi

rogi

Rakesh Mallick
  • Published: Saturday, 11 July 2015
  • Updated: 11 July 2015, 02:29 AM IST

Sports

Latest News

କଟକ: କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଲାଇନ ନେଇ ୨ରୋଗୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ୨ଜଣ ହେଲେ ଲୁଣାହାର ଗାଁରେ ଅଞ୍ଜୁମ୍ ଆହାରା ବିବି ଓ ସାହିଲ ଶେଖର ନାୟକ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦୁହିଁଙ୍କୁ ପେଟକାମୁଡା ଓ ଝାଡାବାନ୍ତି ପାଇଁ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏକ ନିର୍ଦ୍ଦିଷ୍ଟ ସାଲାଇନ୍ ଦିଆଯିବା ପରେ ସେମାନଙ୍କ ଦେହ ଥରିବା ସହ ଜୋରରେ ଜ୍ୱର ଆସିଥିଲା। ସାଲାଇନ୍ ଯୋଗୁଁ ରୋଗୀଙ୍କ ଏଭଳି ଅବସ୍ଥା ହୋଇଛି ଦାୟିତ୍ୱରେ ଥିବା ଡାକ୍ତର ସ୍ୱୀକାର କରିଛନ୍ତି । ଖବର ପାଇ ସେ ତୁରନ୍ତ ସାଲାଇନ୍ କାଢି ଦେଇଥିଲେ। ଆଗରୁ ମଧ୍ୟ ଏହି ନିର୍ଦ୍ଦିଷ୍ଟ ସାଲାଇନ୍ ପାଇଁ ଏଭଳି ଅବସ୍ଥା ଉପୁଜିଥିବା ଉପରିସ୍ଥ ଅଫିସଙ୍କୁ ସେ ଜଣାଇଥିବା କହିଛନ୍ତି। ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story