ଦାବି ପୂରଣ ନେଇ ଗାନ୍ଧିମାର୍ଗରେ ଲଣ୍ଡା ହେଲେ ଶିକ୍ଷକ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଏସ୍‌ସି/ଏସଟି ଓ ଭିନ୍ନକ୍ଷମ ଗଣଶିକ୍ଷକମାନେ ଆଜି ଏକ ଅଭିନବ ଭାବେ ସେମାନଙ୍କ ପ୍ରତିବାଦ ଜଣାଇଛନ୍ତି। ୬ବର୍ଷ କାର୍ଯ୍ୟ କରିବା ପରେ ଗଣଶିକ୍ଷକଙ୍କୁ ନୟମିତ କରିବା, ଗଞ୍ଜାମରେ ୬ବର୍ଷ କାର୍ଯ୍ୟ କରିଥିବା ୬୯ ଜଣ ଶିକ୍ଷକଙ୍କୁ ନିୟମିତ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ନିୟମକୁ ଲାଗୁ କରିବା ଦାବିରେ ଶିକ୍ଷକମାନେ ଗାନ୍ଧିମାର୍ଗରେ ଲଣ୍ଡା ହୋଇଛନ୍ତି। ଏହାସହ ଶିକ୍ଷକମାନେ ନାଚଗୀତ ଜରିଆରେ ନିଜର ଦାବି ଉପସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଏକ […]

gana sikhyaka10

gana sikhyaka10

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 03:52 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଏସ୍‌ସି/ଏସଟି ଓ ଭିନ୍ନକ୍ଷମ ଗଣଶିକ୍ଷକମାନେ ଆଜି ଏକ ଅଭିନବ ଭାବେ ସେମାନଙ୍କ ପ୍ରତିବାଦ ଜଣାଇଛନ୍ତି। ୬ବର୍ଷ କାର୍ଯ୍ୟ କରିବା ପରେ ଗଣଶିକ୍ଷକଙ୍କୁ ନୟମିତ କରିବା, ଗଞ୍ଜାମରେ ୬ବର୍ଷ କାର୍ଯ୍ୟ କରିଥିବା ୬୯ ଜଣ ଶିକ୍ଷକଙ୍କୁ ନିୟମିତ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ନିୟମକୁ ଲାଗୁ କରିବା ଦାବିରେ ଶିକ୍ଷକମାନେ ଗାନ୍ଧିମାର୍ଗରେ ଲଣ୍ଡା ହୋଇଛନ୍ତି। ଏହାସହ ଶିକ୍ଷକମାନେ ନାଚଗୀତ ଜରିଆରେ ନିଜର ଦାବି ଉପସ୍ଥାପନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଏକ ସପ୍ତାହ ହେବ ଏସସିଏସଟି ଓ ଭିନ୍ନକ୍ଷମ ଗଣ ଶିକ୍ଷକମାନେ ସମୂହ ଛୁଟି ନେଇ ରାଜଧାନୀ ରାଜରାସ୍ତାରେ ଧାରଣା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story