ବିଜେଡି କର୍ମୀଙ୍କ ଗୁଣ୍ଡାଗିରି: ବିଜେପି ନେତାଙ୍କୁ ନିର୍ଧୁମ ଛେଚିଲେ, ଡ୍ରେସ୍‌ ଚିରିଦେଲେ

ଆସିକା (ମନୋଜ ମୁନି): ବିଜେଡି କର୍ମୀଙ୍କ ଦାଦାଗିରି! ପୁଲିସ ଉପସ୍ଥିତିରେ ପ୍ରତିବାଦ କରୁଥିବା ବିଜେପି ନେତାଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଗଞ୍ଜାମରୁ ଆସିଛି। ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଫିସ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା କୃଷକ ସେଲ୍‌ ସଭାପତି ପ୍ରଦୀପ ପତ୍ରୀ ଓ ତାଙ୍କର କିଛି କର୍ମୀ ଯୋଗଦେଇ ବାହାଡାଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଦୁର୍ନୀତିରେ […]

bjp

bjp

Rakesh Mallick
  • Published: Monday, 30 July 2018
  • Updated: 30 July 2018, 07:01 PM IST

Sports

Latest News

ଆସିକା (ମନୋଜ ମୁନି): ବିଜେଡି କର୍ମୀଙ୍କ ଦାଦାଗିରି! ପୁଲିସ ଉପସ୍ଥିତିରେ ପ୍ରତିବାଦ କରୁଥିବା ବିଜେପି ନେତାଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଗଞ୍ଜାମରୁ ଆସିଛି।

ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଫିସ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା କୃଷକ ସେଲ୍‌ ସଭାପତି ପ୍ରଦୀପ ପତ୍ରୀ ଓ ତାଙ୍କର କିଛି କର୍ମୀ ଯୋଗଦେଇ ବାହାଡାଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ।

ଏହି ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ପ୍ରଦୀପ। କିନ୍ତୁ ବିଜେଡି କର୍ମୀଙ୍କୁ ଏହା ହଜମ ହୋଇନଥିଲା। ପରେ ତାଙ୍କୁ ସେମାନେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଲୁଗା ଚିରି ଦେଇଥିବା ସହିତ ଅଶ୍ଲିଳ ଭାଷାରେ ଗାଳି ଦେଉଥିବା ଶୁଣିବାକୁ ମିଳିଛି। ସର୍ବସାଧାରଣ ସ୍ଥାନରେ ପ୍ରଦୀପଙ୍କୁ ମାଡ଼ ମରାଯାଇଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଥିଲା। ତେବେ ଏନେଇ ଉଭୟ ଦଳର କର୍ମୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ଦେଖନ୍ତୁ ଗଣ୍ଡଗୋଳ ବେଳର ସେଇ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story