ମିଡିଆ ଉପରେ ଏମିତି ରାଗି ଗଲେ ଦାମ, କ’ଣ କହିଲେ ଭିଡିଓରେ ଦେଖନ୍ତୁ

<p>ଭୁବନେଶ୍ୱର: ବ୍ରାହ୍ମଣଙ୍କ ବିରୋଧରେ ମନ୍ତବ୍ୟ ବରିଷ୍ଠ ବିଜେଡ଼ି ବିଧାୟକ ଦାମୋଦର ରାଉତଙ୍କୁ ଭାରି ପଡ଼ିଛି। ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି। ତେବେ ସେ ଏଥିରେ ବିଚଳିତ ହୋଇନାହାନ୍ତି ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ସେ କହିଛନ୍ତି। ଲୋକେ ଭୋଟ୍ ଦେଇ ଜିତାଇ ଥିବାରୁ ସେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ତେବେ ପ୍ରତିକ୍ରିୟା ଦେବା ବେଳେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗି ଯାଇଥିଲେ। ରାଗି&nbsp; କ&rsquo;ଣ କହିଥିଲେ ଏ ଭିଡିଓରେ ଦେଖନ୍ତୁ। ଏହା ସହିତ ସେ ଆଉ&nbsp; କ&rsquo;ଣ ସବୁ କହିଛନ୍ତି ତାହା ବି ଦେଖନ୍ତୁ।</p>

Ordigital Desk
  • Published: Saturday, 23 December 2017
  • Updated: 23 December 2017, 12:21 PM IST

Sports

Latest News

<p>ଭୁବନେଶ୍ୱର: ବ୍ରାହ୍ମଣଙ୍କ ବିରୋଧରେ ମନ୍ତବ୍ୟ ବରିଷ୍ଠ ବିଜେଡ଼ି ବିଧାୟକ ଦାମୋଦର ରାଉତଙ୍କୁ ଭାରି ପଡ଼ିଛି। ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି। ତେବେ ସେ ଏଥିରେ ବିଚଳିତ ହୋଇନାହାନ୍ତି ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ସେ କହିଛନ୍ତି। ଲୋକେ ଭୋଟ୍ ଦେଇ ଜିତାଇ ଥିବାରୁ ସେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ତେବେ ପ୍ରତିକ୍ରିୟା ଦେବା ବେଳେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗି ଯାଇଥିଲେ। ରାଗି&nbsp; କ&rsquo;ଣ କହିଥିଲେ ଏ ଭିଡିଓରେ ଦେଖନ୍ତୁ। ଏହା ସହିତ ସେ ଆଉ&nbsp; କ&rsquo;ଣ ସବୁ କହିଛନ୍ତି ତାହା ବି ଦେଖନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos