ଜିଲା ସାଙ୍ଗଠନିକ ବୈଠକକୁ ଆସିଲେ ନାହିଁ ଦାମ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଡାକିଥିବା ବୈଠକରେ ଯୋଗ ଦେଇ ନାହାନ୍ତି ବିଜେଡି ତୁଣ୍ଡ ଦାମୋଦର ରାଉତ। ବରିଷ୍ଠ ବିଜେଡି ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଆଜି ବୈଠକରେ ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାର ସାଂଗଠିନକ ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ଏଥିରେ ଦାମଙ୍କୁ ଛାଡି ଜିଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ହେଲେ ପୁଅ ସମ୍ବିତ ରାଉତରାୟଙ୍କୁ ଏଠାରେ […]

b67

b67

Rakesh Mallick
  • Published: Monday, 07 May 2018
  • Updated: 07 May 2018, 09:53 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଡାକିଥିବା ବୈଠକରେ ଯୋଗ ଦେଇ ନାହାନ୍ତି ବିଜେଡି ତୁଣ୍ଡ ଦାମୋଦର ରାଉତ। ବରିଷ୍ଠ ବିଜେଡି ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି।

ଆଜି ବୈଠକରେ ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାର ସାଂଗଠିନକ ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ଏଥିରେ ଦାମଙ୍କୁ ଛାଡି ଜିଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ହେଲେ ପୁଅ ସମ୍ବିତ ରାଉତରାୟଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଦାମଙ୍କ ଅନୁପସ୍ଥିତ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, “ପୁଅ ଆସିଥିବାରୁ ଦାମ ଭାଇ ଆସିଲେନି ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story