ମନ୍ଦିରରେ ଯୁବକଙ୍କ ଝୁଲନ୍ତା ମୃତଦେହ

suicide

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ମନ୍ଦିର ଭିତରୁ ମିଳିଲା ଯୁବକଙ୍କ ମୃତଦେହ। ପୁଣି ପୂରା ଗର୍ଭଗୃହ ଭିତରୁ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଚିତ୍ତଲପୁର ଗାଁରେ ଥିବା ଉଗ୍ରେଶ୍ୱର ଶିବ ମନ୍ଦିରରେ।

ମିଳିଥିବା ସୂଚନା ଅନୁଯାୟୀ ୨୧ ଦିନ ହେଲା ଯୁବକ ଜଣଙ୍କ ମାନସିକ ପୂରଣ ପାଇଁ ଏହି ମନ୍ଦିରରେ ଅଧିଆ ପଡ଼ିଥିଲେ। ତାଙ୍କ ନାଁ ନିରଞ୍ଜନ ସାହୁ। ତାଙ୍କ ଘର ଚିତ୍ତଲପୁର ଗାଁ ନିକଟସ୍ଥ ନୂଆପାଟଣାରେ।

ରାସୋଳ ପୋଲିସ୍ ଘଟଣାର ତଦନ୍ତ କରୁଛି।

Previous ArticleNext Article

Leave a Reply

Send this to a friend