ଗାଁ ନିକଟରୁ ମିଳିଲା ହରିଣର ମୃତଦେହ

ନୂଆପଡ଼ା(ମାୟାଧର ସରଫ୍‌): ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦୋହେଲପଡ଼ା ଗାଁ ନିକଟରୁ ଏକ ହରିଣର  ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହରିଣର ମୃତଦେହ ପଡ଼ିଥିବା ଦେଖି  ସ୍ଥାନୀୟ ଲୋକେ କୋମନା ବନ ବିଭାଗକୁ  ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। କେଉଁ କାରଣରୁ ହରିଣଟିର ମୃତ୍ୟୁ ଘଟିଛି ଜଣାପଡ଼ି ନାହିଁ। ସୁନାବେଡା ଅଭୟାରଣ୍ୟରୁ  ହରିଣଟି ଆସିଥିବା ଅନୁମାନ କରାଯାଉଛି।

Nuapada

Nuapada

Rakesh Mallick
  • Published: Monday, 11 June 2018
  • Updated: 11 June 2018, 10:50 AM IST

Sports

Latest News

ନୂଆପଡ଼ା(ମାୟାଧର ସରଫ୍‌): ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦୋହେଲପଡ଼ା ଗାଁ ନିକଟରୁ ଏକ ହରିଣର  ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହରିଣର ମୃତଦେହ ପଡ଼ିଥିବା ଦେଖି  ସ୍ଥାନୀୟ ଲୋକେ କୋମନା ବନ ବିଭାଗକୁ  ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

କେଉଁ କାରଣରୁ ହରିଣଟିର ମୃତ୍ୟୁ ଘଟିଛି ଜଣାପଡ଼ି ନାହିଁ। ସୁନାବେଡା ଅଭୟାରଣ୍ୟରୁ  ହରିଣଟି ଆସିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story