ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀରେ ନିଖୋଜ ୨ଜଣ ମହିଳା ଭକ୍ତଙ୍କ ମୃତଦେହ ଦମକଳ ବାହିନୀ ଓ ପୋଲିସ ଉଦ୍ଧାର କରିଛି। ଗତକାଲି ଶ୍ରୀକାକୁଲମ ହାଡୁଭାଙ୍ଗି ଅଞ୍ଚଳରୁ ଏମାନେ ମୀନାଝୋଲା ଆସିଥିଲେ। ଗାଧୋଇବା ବେଳେ ଏମାନେ ନିଖୋଜ ହୋଇଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।