ନଦୀରେ ନିଖୋଜ ୨ମହିଳା ଭକ୍ତଙ୍କ ମୃତଦେହ ଉଦ୍ଧାର

cmo

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀରେ ନିଖୋଜ ୨ଜଣ ମହିଳା ଭକ୍ତଙ୍କ ମୃତଦେହ ଦମକଳ ବାହିନୀ ଓ ପୋଲିସ ଉଦ୍ଧାର କରିଛି। ଗତକାଲି ଶ୍ରୀକାକୁଲମ ହାଡୁଭାଙ୍ଗି ଅଞ୍ଚଳରୁ ଏମାନେ ମୀନାଝୋଲା ଆସିଥିଲେ। ଗାଧୋଇବା ବେଳେ ଏମାନେ ନିଖୋଜ ହୋଇଯାଇଥିଲେ।

Previous ArticleNext Article

Send this to a friend