ଶବ ସତ୍କାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ବାରିପଦା(ଓଡ଼ିଶା ରିପୋର୍ଟର): ଏମିତି ବି ମୃତ୍ୟୁ ଆସେ। ପଡ଼ୋଶୀଙ୍କ ଶବ ସତ୍କାର ପାଇଁ ଯାଇଥିବା ବେଳେ ଶବ ପାଲଟି ଗଲେ। ଶ୍ମଶାନରେ ଶବ ସତ୍କାର ଚାଲିଥିବା ବେଳେ ହଠାତ ଆକାଶରୁ ଖସିଲା ମୃତ୍ୟୁ। ବଜ୍ରପାତ ହେବାରୁ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଏମିତି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ନୂଆଗାଁ ପଞ୍ଚାୟତ ଛଚିନାପଡ଼ା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ନୂଆଗାଁ ପଞ୍ଚାୟତ ଛଚିନାପଡ଼ାରେ ଜଣେ ବୃଦ୍ଧଙ୍କର ଆଜି ମୃତ୍ୟୁ ହୋଇଥିଲା। ଅପରାହ୍ନ ସାଢ଼େ ୪ଟା […]

mano vai

mano vai

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 05:47 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ଏମିତି ବି ମୃତ୍ୟୁ ଆସେ। ପଡ଼ୋଶୀଙ୍କ ଶବ ସତ୍କାର ପାଇଁ ଯାଇଥିବା ବେଳେ ଶବ ପାଲଟି ଗଲେ। ଶ୍ମଶାନରେ ଶବ ସତ୍କାର ଚାଲିଥିବା ବେଳେ ହଠାତ ଆକାଶରୁ ଖସିଲା ମୃତ୍ୟୁ। ବଜ୍ରପାତ ହେବାରୁ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଏମିତି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ନୂଆଗାଁ ପଞ୍ଚାୟତ ଛଚିନାପଡ଼ା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ନୂଆଗାଁ ପଞ୍ଚାୟତ ଛଚିନାପଡ଼ାରେ ଜଣେ ବୃଦ୍ଧଙ୍କର ଆଜି ମୃତ୍ୟୁ ହୋଇଥିଲା। ଅପରାହ୍ନ ସାଢ଼େ ୪ଟା ବେଳେ ପଡ଼ୋଶୀ ଗାଁ ଶ୍ମଶାନରେ ଶବ ସତ୍କାର ଚାଲିଥିଲେ। ଏହି ସମୟରେ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କିଛି ବୁଝିବା ଆଗରୁ ହେଲା ବଜ୍ରପାତ। ଘଟଣାସ୍ଥଳରେ ଟଳି ପଡ଼ିଲେ କୁଆଁର ସୋରେନ୍‌ ଓ ବାସେନ ମାଝି। ବେତନଟୀ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story