ୟୁଏଇ ଗସ୍ତରେ ଧର୍ମେନ୍ଦ୍ର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତରେ ଅଛନ୍ତି। ସେ ଉପସାଗରୀୟ ଦେଶ ସମୁହ- GCCକୁ ଓଡ଼ିଶାର କୃଷିଜାତ ପଦାର୍ଥ ସହ ଯୋଡ଼ିବା ପାଇଁ ଏହି ରାଷ୍ଟ୍ର ମାନଙ୍କରେ କାମ କରୁଥିବା ଖାଦ୍ୟ ପ୍ରକ୍ରିୟା କରଣ, କୋଲ୍ଡ ଚେନ୍ ପ୍ରଦାନକାରୀ ଓ ଖାଦ୍ୟ ବିତରଣକାରୀ କମ୍ପାନୀ ତଥା ବ୍ୟବସାୟୀମାନଙ୍କୁ ଶିଳ୍ପପତିଙ୍କ ବୈଠକରେ ଆହ୍ୱାନ କରିଛନ୍ତି। ଭାରତ ଏହି ଦେଶମାନଙ୍କ ଠାରୁ ୬୦ ଭାଗ ପେଟ୍ରୋଲ ଜାତ ଦ୍ରବ୍ୟ କିଣୁଥିବା ବେଳେ ସେମାନଙ୍କୁ […]

bjp

bjp

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 09:12 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତରେ ଅଛନ୍ତି। ସେ ଉପସାଗରୀୟ ଦେଶ ସମୁହ- GCCକୁ ଓଡ଼ିଶାର କୃଷିଜାତ ପଦାର୍ଥ ସହ ଯୋଡ଼ିବା ପାଇଁ ଏହି ରାଷ୍ଟ୍ର ମାନଙ୍କରେ କାମ କରୁଥିବା ଖାଦ୍ୟ ପ୍ରକ୍ରିୟା କରଣ, କୋଲ୍ଡ ଚେନ୍ ପ୍ରଦାନକାରୀ ଓ ଖାଦ୍ୟ ବିତରଣକାରୀ କମ୍ପାନୀ ତଥା ବ୍ୟବସାୟୀମାନଙ୍କୁ ଶିଳ୍ପପତିଙ୍କ ବୈଠକରେ ଆହ୍ୱାନ କରିଛନ୍ତି।

ଭାରତ ଏହି ଦେଶମାନଙ୍କ ଠାରୁ ୬୦ ଭାଗ ପେଟ୍ରୋଲ ଜାତ ଦ୍ରବ୍ୟ କିଣୁଥିବା ବେଳେ ସେମାନଙ୍କୁ ୧୮ ପ୍ରତିଶତ ଖାଦ୍ୟ ସାମଗ୍ରୀ ରପ୍ତାନୀ କରୁଛି। ଓଡ଼ିଶାରୁ ଅତି ନଗଣ୍ୟ ବା ଆଦୌ ଖାଦ୍ୟ ସାମଗ୍ରୀ ଆସୁନଥିବା ନେଇ ଧର୍ମେନ୍ଦ୍ର ଚିନ୍ତା ପ୍ରକଟ କରିଛନ୍ତି ।

ଏହି ଅବସରରେ ସେ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଆସନ୍ତା ଜୁନ୍ ମାସରେ ହେବାକୁ ଥିବା କୃଷି କନକ୍ଲେଭ୍ ତଥା ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦେବା ପାଇଁ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story