‘ଛେରାପହଁରା’ ବନାମ ଝାଡ଼ୁ: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥରେ ଗଜପତି ମହାରାଜା ଛେରାପହଁରା କରିବାର ନୀତି କେଉଁ କାଳରୁ ରହିଛି। ଏହାକୁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ମିଶନ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁଳନା କରିଥିଲେ! ଯାହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନକୁ ବିଜେଡି କଟୁ ସମାଲୋଚନା କରିଛି। ପ୍ରଥମେ ଜଗନ୍ନାଥ ସଂସ୍କୃତି କ’ଣ ଜାଣି ଧର୍ମେନ୍ଦ୍ର ବୟାନ ଦିଅନ୍ତୁ ବୋଲି ଆଇନ୍‌ ମନ୍ତ୍ରୀ କହିଥିବା ବେଳେ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ତାଙ୍କ ପରି […]

Dharmendra-1

Dharmendra-1

Rakesh Mallick
  • Published: Monday, 16 July 2018
  • Updated: 16 July 2018, 07:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥରେ ଗଜପତି ମହାରାଜା ଛେରାପହଁରା କରିବାର ନୀତି କେଉଁ କାଳରୁ ରହିଛି। ଏହାକୁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ମିଶନ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁଳନା କରିଥିଲେ! ଯାହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନକୁ ବିଜେଡି କଟୁ ସମାଲୋଚନା କରିଛି। ପ୍ରଥମେ ଜଗନ୍ନାଥ ସଂସ୍କୃତି କ’ଣ ଜାଣି ଧର୍ମେନ୍ଦ୍ର ବୟାନ ଦିଅନ୍ତୁ ବୋଲି ଆଇନ୍‌ ମନ୍ତ୍ରୀ କହିଥିବା ବେଳେ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ତାଙ୍କ ପରି ବିଦ୍ୱାନ ନୁହେଁ।

ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି-“ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଗଜପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଘୋଷଯାତ୍ରା ବେଳେ ମହାରାଜା ଛେରାପହଁରା ନକଲା ପର୍ଯ୍ୟନ୍ତ ରଥ କାର୍ଯ୍ୟ ସମ୍ପାଦନ ହୋଇନଥାଏ। ଛେରାପହଁରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ମିଶନ ସହ ତୁଳନା କରିବା ଓ ଗଜପତିଙ୍କୁ ଝାଡ଼ୁଦାର ବୋଲି କହିବା ଓଡ଼ିଆ ଏବଂ ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ। ସେଥିପାଇଁ କେନ୍ଦ୍ରମନ୍ତ୍ରୀ କ୍ଷମା ମାଗିବା ଉଚିତ। ଏହାଛଡ଼ା ସେ ଜଗନ୍ନାଥ ସଂସ୍କୃତି କ’ଣ ଜାଣିବା ଦରକାର। ଛେରାପହଁରାକୁ ଝାଡ଼ୁଦାରଙ୍କ ସହିତ ତୁଳନା କରିବା କେବେ ହେଲେ ଉଚିତ୍‌ ନୁହେଁ।”

ଏହାର ଜବାବ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ରଥ ସଫା ବା ଝାଡ଼ୁ ଦେଉଥିବା କାରଣରୁ କାଞ୍ଚି ରାଜା ଆମ ଗଜପତିଙ୍କୁ ଝିଅ ଦେବେ ନାହିଁ ବୋଲି କହିଥିଲେ। ଏଥିପାଇଁ କାଞ୍ଚି ବିଜୟ ଅଭିଯାନ ହୋଇଥିଲା। ଜଗା ଓ ବଳିଆ ରାଜାଙ୍କ ତରଫରୁ ଲଢ଼ିବାକୁ ଯାଇଥିଲେ। ଏହି କଥା ଆମେ ପିଲା ଦିନରୁ ଶୁଣି ଆସୁଛୁ। ଏସବୁ ଜନଜୀବନର ଅଂଶବିଶେଷ। ଛେରାପହଁରା କରିବା, ଓଳେଇବା ଓ ଲୋକକଥାରେ ଝାଡ଼ୁ ମାରିବା ସରକାରୀ ବନ୍ଧୁମାନେ ନକୁହନ୍ତୁ। ସେମାନଙ୍କଠାରୁ କୌଣସି ମାନପତ୍ରର ଆବଶ୍ୟକତା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story