ପଞ୍ଚଦଶ ଅର୍ଥ କମିଶନ ଅସଙ୍ଗତି ସମ୍ପର୍କରେ ମୋଦିଙ୍କୁ ନବୀନଙ୍କ ଚିଠି ନେଇ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ୍ ରେଫରେନ୍ସରେ ଅସଙ୍ଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି,“ ଅର୍ଥ କମିଶନ ୧୯୭୧ ଜନଗଣନାକୁ ୧୭ ପ୍ରତିଶତ  ୱେଟେଜ ଦେଇଥିବା ବେଳେ ୨୦୧୧ର ଜନଗଣନାକୁ ୧୦ ପ୍ରତିଶତ ୱେଟେଜ ଦେଇଥିଲେ। ତେଣୁ ପ୍ରଥମ ଥର ପାଇଁ ପଞ୍ଚଦଶ ଅର୍ଥ କମିଶନ ଏଭଳି ସୁପାରିଶ କରିନାହିଁ। ଚତୁର୍ଦଶ ଅର୍ଥ କମିଶନ ମଧ୍ୟ ଅନୁରୂପ ସୁପାରିଶ କରିଥିଲେ। ୧୯୭୧ ପରିବର୍ତ୍ତେ ୨୦୧୧ ଜନଗଣନା ତଥ୍ୟ ଆଧାରରେ ଆଗକୁ ରାଜ୍ୟମାନଙ୍କୁ ଅନୁଦାନ ଦିଆଯିବ ବୋଲି ପଞ୍ଚଦଶ ଅର୍ଥ କମିଶନ ସୁପାରିଶ କରିଥିଲେ। ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀ।

ସେ ଆହୁରି କହିଛନ୍ତି,“ ଯେଉଁମାନେ ଜନ୍ମ ନିୟନ୍ତ୍ରଣରେ ଉପଲବଧି କରିଥିବେ ସେହି ରାଜ୍ୟମାନଙ୍କୁ ଅନୁଦାନ ବଢିବ। ତେଣୁ ଓଡିଶା ପାଇଁ ଅନୁଦାନ କମିବ ନାହିଁ ବରଂ ବଢିବ। ସେହିଭଳି ଅର୍ଥ କମିଶନ କେବଳ କେନ୍ଦ୍ର ସରକାର ନୁହେଁ ରାଜ୍ୟ ସରକାରଙ୍କ କଥା ମଧ୍ୟ ଶୁଣନ୍ତି।”

ତେବେ ଏ ସମ୍ପର୍କରେ ଧର୍ମେନ୍ଦ୍ର ପ୍ରଧାନ ଆଉ କ’ଣ କହୁଛନ୍ତି ଶୁଣନ୍ତୁ-

Ordigital Desk
• Published: Sunday, 15 April 2018
• Updated: 15 April 2018, 01:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ୍ ରେଫରେନ୍ସରେ ଅସଙ୍ଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି,“ ଅର୍ଥ କମିଶନ ୧୯୭୧ ଜନଗଣନାକୁ ୧୭ ପ୍ରତିଶତ  ୱେଟେଜ ଦେଇଥିବା ବେଳେ ୨୦୧୧ର ଜନଗଣନାକୁ ୧୦ ପ୍ରତିଶତ ୱେଟେଜ ଦେଇଥିଲେ। ତେଣୁ ପ୍ରଥମ ଥର ପାଇଁ ପଞ୍ଚଦଶ ଅର୍ଥ କମିଶନ ଏଭଳି ସୁପାରିଶ କରିନାହିଁ। ଚତୁର୍ଦଶ ଅର୍ଥ କମିଶନ ମଧ୍ୟ ଅନୁରୂପ ସୁପାରିଶ କରିଥିଲେ। ୧୯୭୧ ପରିବର୍ତ୍ତେ ୨୦୧୧ ଜନଗଣନା ତଥ୍ୟ ଆଧାରରେ ଆଗକୁ ରାଜ୍ୟମାନଙ୍କୁ ଅନୁଦାନ ଦିଆଯିବ ବୋଲି ପଞ୍ଚଦଶ ଅର୍ଥ କମିଶନ ସୁପାରିଶ କରିଥିଲେ। ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀ।

ସେ ଆହୁରି କହିଛନ୍ତି,“ ଯେଉଁମାନେ ଜନ୍ମ ନିୟନ୍ତ୍ରଣରେ ଉପଲବଧି କରିଥିବେ ସେହି ରାଜ୍ୟମାନଙ୍କୁ ଅନୁଦାନ ବଢିବ। ତେଣୁ ଓଡିଶା ପାଇଁ ଅନୁଦାନ କମିବ ନାହିଁ ବରଂ ବଢିବ। ସେହିଭଳି ଅର୍ଥ କମିଶନ କେବଳ କେନ୍ଦ୍ର ସରକାର ନୁହେଁ ରାଜ୍ୟ ସରକାରଙ୍କ କଥା ମଧ୍ୟ ଶୁଣନ୍ତି।”

ତେବେ ଏ ସମ୍ପର୍କରେ ଧର୍ମେନ୍ଦ୍ର ପ୍ରଧାନ ଆଉ କ’ଣ କହୁଛନ୍ତି ଶୁଣନ୍ତୁ-

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos