କର୍ତ୍ତବ୍ୟ କରୁ କରୁ ଚାଲି ଗଲା ଜୀବନ; ଟ୍ରେନ୍‌ରେ କଟି ଗଲେ ଷ୍ଟେସନ୍ ମ୍ୟାନେଜର

dhenkanal

ଢେଙ୍କାନାଳ: ଢେଙ୍କାନାଳରେ ଘଟିଛି ଏକ ଦୁଃଖଦ ଘଟଣା। ଏକ ଲାଇନ୍‌ଚ୍ୟୁତ୍ ରେଳ ଇଞ୍ଜନ ଦେଖିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଷ୍ଟେସନ୍ ମ୍ୟାନେଜର। ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ପବିତ୍ର ନାୟକ।

Previous ArticleNext Article

Send this to a friend