ଦୁବାଇରେ ଫସିଥିବା ଦିବ୍ୟରଞ୍ଜନ ଘରକୁ ଫେରିଲେ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନଗତ କାରଣରୁ ଦୁବାଇରୁ ଫସି ରହିଥିବା ଓଡ଼ିଆ ଯୁବକ &nbsp;ଦିବ୍ୟରଂଜନ ବେହେରା ଘରକୁ ଫେରିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଉଦ୍ୟମ ପରେ ଦିବ୍ୟରଂଜନ ଓ ଅନ୍ୟ ୭ ଜଣ ସଦସ୍ୟ ସ୍ୱଦେଶ ଫେରିଛନ୍ତି।</p> <p>ଗତ ଜାନୁଆରୀ ମାସରେ କନ୍ଧମାଳ ଜିଲ୍ଲାର ଦିବ୍ୟରଂଜନଙ୍କ ସମେତ ୧୯ ଜଣ କ୍ରୁ ମେମ୍ବର, ମୁମ୍ବାଇର ଏମରାଲ୍ଡ ମେରାଇନ୍ ମ୍ୟାନେଜମେଣ୍ଟ ସଂସ୍ଥାର ଏକ ଜାହାଜ ଧରି ଦୁବାଇ ଯାଇଥିଲେ। ତେବେ ଆଇନଗତ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ସେମାନଙ୍କ ପାସପୋର୍ଟ ଏବଂ ଭିସାକୁ ସେଠାରେ ଜବତ କରାଯାଇଥିଲା।&nbsp; ଯାହାଫଳରେ ସେମାନେ ଫେରିବା ନେଇ ଆଶଂକା ସୃଷ୍ଟି ହୋଇଥିଲା। ତେବେ ଏଥିରେ ହସ୍ତକ୍ଷେପ କରି ଅଟକ ବ୍ୟକ୍ତିମାନଙ୍କୁ ଫେରାଇ ଆଣିବାକୁ ସାଂସଦ ଦ୍ୱୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।</p>

Ordigital Desk
  • Published: Saturday, 28 April 2018
  • Updated: 28 April 2018, 06:39 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନଗତ କାରଣରୁ ଦୁବାଇରୁ ଫସି ରହିଥିବା ଓଡ଼ିଆ ଯୁବକ &nbsp;ଦିବ୍ୟରଂଜନ ବେହେରା ଘରକୁ ଫେରିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଉଦ୍ୟମ ପରେ ଦିବ୍ୟରଂଜନ ଓ ଅନ୍ୟ ୭ ଜଣ ସଦସ୍ୟ ସ୍ୱଦେଶ ଫେରିଛନ୍ତି।</p><p>ଗତ ଜାନୁଆରୀ ମାସରେ କନ୍ଧମାଳ ଜିଲ୍ଲାର ଦିବ୍ୟରଂଜନଙ୍କ ସମେତ ୧୯ ଜଣ କ୍ରୁ ମେମ୍ବର, ମୁମ୍ବାଇର ଏମରାଲ୍ଡ ମେରାଇନ୍ ମ୍ୟାନେଜମେଣ୍ଟ ସଂସ୍ଥାର ଏକ ଜାହାଜ ଧରି ଦୁବାଇ ଯାଇଥିଲେ। ତେବେ ଆଇନଗତ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ସେମାନଙ୍କ ପାସପୋର୍ଟ ଏବଂ ଭିସାକୁ ସେଠାରେ ଜବତ କରାଯାଇଥିଲା।&nbsp; ଯାହାଫଳରେ ସେମାନେ ଫେରିବା ନେଇ ଆଶଂକା ସୃଷ୍ଟି ହୋଇଥିଲା। ତେବେ ଏଥିରେ ହସ୍ତକ୍ଷେପ କରି ଅଟକ ବ୍ୟକ୍ତିମାନଙ୍କୁ ଫେରାଇ ଆଣିବାକୁ ସାଂସଦ ଦ୍ୱୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos