ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ମିଳିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତି ବିପର୍ଯ୍ୟୟ ନେଉଛି ଜୀବନ। ଏବେ ଏଥିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ମିଳିବ। ବନ୍ୟା ହେଉ କିମ୍ବା ମରୁଡି, ଗ୍ରୀଷ୍ମପ୍ରବାହ ହେଉ କିମ୍ବା ବଜ୍ରପାତ, ସମସ୍ତ ସୂଚନା ଆଗୁଆ ପାଇବେ ରାଜ୍ୟବାସୀ। ଏହି ଲକ୍ଷ୍ୟରେ ଆଜି ଓସ୍‌ଡମା ଓ ଥାଇଲାଣ୍ଡର ରାଇମ୍ସ(ଆଞ୍ଚଳିକ ସମନ୍ୱିତ ବହୁମୁଖୀ ବିପଦ ପ୍ରାକ ସୂଚନା ବ୍ୟବସ୍ଥା) ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୫ ବର୍ଷ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। […]

lightening-bolt-tree-1

lightening-bolt-tree-1

Rakesh Mallick
  • Published: Friday, 29 June 2018
  • Updated: 29 June 2018, 07:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତି ବିପର୍ଯ୍ୟୟ ନେଉଛି ଜୀବନ। ଏବେ ଏଥିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ମିଳିବ। ବନ୍ୟା ହେଉ କିମ୍ବା ମରୁଡି, ଗ୍ରୀଷ୍ମପ୍ରବାହ ହେଉ କିମ୍ବା ବଜ୍ରପାତ, ସମସ୍ତ ସୂଚନା ଆଗୁଆ ପାଇବେ ରାଜ୍ୟବାସୀ। ଏହି ଲକ୍ଷ୍ୟରେ ଆଜି ଓସ୍‌ଡମା ଓ ଥାଇଲାଣ୍ଡର ରାଇମ୍ସ(ଆଞ୍ଚଳିକ ସମନ୍ୱିତ ବହୁମୁଖୀ ବିପଦ ପ୍ରାକ ସୂଚନା ବ୍ୟବସ୍ଥା) ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୫ ବର୍ଷ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ପ୍ରାକୃତି ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୮ କୋଟି ଟଙ୍କା। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗୋଟିଏ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୩ଟି ଅଲଗା ଅଲଗା ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜିନ୍ଦଲ ଷ୍ଟିଲନେସ୍ ଲିମିଟେଡ୍ ଏବଂ ଗ୍ରାମ୍ୟ ଉନ୍ନୟନ ଫାଉଣ୍ଡେସନ ସହିତ ହୋଇଥିବା ବୁଝାମଣା ଅନୁଯାୟୀ ଅନୁଗୋଳ, ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୨ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଆୟ ଦ୍ୱି’ଗୁଣିତ କରିବା ପାଇଁ ଆସନ୍ତା ୩ ବର୍ଷ ମଧ୍ୟରେ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story