ଭାଇର ଶବ ପୋତିବାକୁ ମିଳିଲାନି ଜାଗା

<p>ରାଉରକେଲା: ଭାଇର ମୃତଦେହର ସଂସ୍କାର ପାଇଁ ହଟହଟା ହେବାକୁ ପଡିଲା। ଶବ ପୋତିବାକୁ ଯାଗା ମିଳିଲାନି ବୋଲି ମୃତଦେହକୁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ।</p> <p>ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ନେଇ ଭାଇ ମଙ୍ଗଲ୍ ଲୋହାର ପୋତିବାକୁ ଯାଇଥିଲେ। ତେବେ ଯେଉଁଠାକୁ ବି ଯାଇଥିଲେ ତାଙ୍କୁ ବାରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ ସମାଜସେବୀ ଏହାଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଜବତ କରି ସରକାରୀ ହସ୍ପିଟାଲର ଶବାଗାରରେ ରଖିଛି। ମୃତକ ଧରମ୍&zwnj;ବୀର ଏବଂ ତାଙ୍କ ଭାଇ ଝାଡଖଣ୍ଡର।&nbsp; ସେମାନେ ରାଉରକେଲା ଆସି ଶ୍ରମିକ ଭାବେ କାମ କରୁଥିଲେ।</p>

Ordigital Desk
  • Published: Friday, 16 March 2018
  • Updated: 16 March 2018, 11:08 AM IST

Sports

Latest News

<p>ରାଉରକେଲା: ଭାଇର ମୃତଦେହର ସଂସ୍କାର ପାଇଁ ହଟହଟା ହେବାକୁ ପଡିଲା। ଶବ ପୋତିବାକୁ ଯାଗା ମିଳିଲାନି ବୋଲି ମୃତଦେହକୁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ।</p><p>ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ନେଇ ଭାଇ ମଙ୍ଗଲ୍ ଲୋହାର ପୋତିବାକୁ ଯାଇଥିଲେ। ତେବେ ଯେଉଁଠାକୁ ବି ଯାଇଥିଲେ ତାଙ୍କୁ ବାରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ ସମାଜସେବୀ ଏହାଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଜବତ କରି ସରକାରୀ ହସ୍ପିଟାଲର ଶବାଗାରରେ ରଖିଛି। ମୃତକ ଧରମ୍&zwnj;ବୀର ଏବଂ ତାଙ୍କ ଭାଇ ଝାଡଖଣ୍ଡର।&nbsp; ସେମାନେ ରାଉରକେଲା ଆସି ଶ୍ରମିକ ଭାବେ କାମ କରୁଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos