ଅଧା ରହିଲା ଦିଅଁ ଦର୍ଶନ: ଟ୍ରକ୍‌ ଧକ୍କାରେ ଗଲା ଜୀବନ

ଢେଙ୍କାନାଳ: ମା’ କନକ ଦର୍ଗାଙ୍କୁ ଦର୍ଶନ କରିବାକୁ ଗୋଟିଏ ପରିବାର ଆସିଥିଲେ। ମାତ୍ର ମା’ଙ୍କୁ ଦର୍ଶନ କରିବା ପୂର୍ବରୁ ଟ୍ରକ୍‌ ଧକ୍କା ଦେଲା। ଫଳରେ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କଣ୍ଟିଲୋ ନିଳମାଧବ ଅଞ୍ଚଳର ସୁଶାନ୍ତ ନାୟକ, ତାଙ୍କ ସ୍ତ୍ରୀ ସବିତା, ଦୁଇ ପୁଅ ଲିପୁନ୍‌, ସିପୁନ୍‌ ଓ ଅନ୍ୟ ଜଣେ ତିଗିରି ପଞ୍ଚଗାଁର ସନ୍ଦୀପ ମହାରଣା […]

dkl auto accident-one-death

dkl auto accident-one-death

Rakesh Mallick
  • Published: Tuesday, 08 August 2017
  • Updated: 08 August 2017, 04:25 PM IST

Sports

Latest News

ଢେଙ୍କାନାଳ: ମା’ କନକ ଦର୍ଗାଙ୍କୁ ଦର୍ଶନ କରିବାକୁ ଗୋଟିଏ ପରିବାର ଆସିଥିଲେ। ମାତ୍ର ମା’ଙ୍କୁ ଦର୍ଶନ କରିବା ପୂର୍ବରୁ ଟ୍ରକ୍‌ ଧକ୍କା ଦେଲା। ଫଳରେ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କଣ୍ଟିଲୋ ନିଳମାଧବ ଅଞ୍ଚଳର ସୁଶାନ୍ତ ନାୟକ, ତାଙ୍କ ସ୍ତ୍ରୀ ସବିତା, ଦୁଇ ପୁଅ ଲିପୁନ୍‌, ସିପୁନ୍‌ ଓ ଅନ୍ୟ ଜଣେ ତିଗିରି ପଞ୍ଚଗାଁର ସନ୍ଦୀପ ମହାରଣା ଏକ ଅଟୋରେ ଢେଙ୍କାନାଳ ଉପକଣ୍ଠରେ ଥିବା ମା’ ବନ ଦୁର୍ଗାଙ୍କୁ ଦର୍ଶନ କରିବାକୁ ଆସିଥିଲେ। ମାତ୍ର ମା’ଙ୍କୁ ଦର୍ଶନ କରିବା ପୂର୍ବରୁ ୫୫ ନମ୍ୱର ଜାତୀୟ ରାଜପଥର ଗୋବିନ୍ଦପୁର ନିକଟରେ ଅଟୋକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଅଟୋରେ ବସିଥିବା ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଜିଲ୍ଲା ସଦରମହକୁମା ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story